News

ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି, ୧୯ରେ ହୋଇପାରେ ପ୍ରବଳ ବର୍ଷା

rain

ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ।ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

rain

ଯାହାଫଳରେ ଗତ ୨୪ ଘଣ୍ଟାରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି । ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ଘୂର୍ଣ୍ଣିବଳୟ ୧୯ ତାରିଖରେ ଲଘୁଚାପର ରୂପନେବ ବୋଲି ସୂଚନା ମିଳିଛି । ଯାହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, କଟକ, ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ପଢନ୍ତୁ;ଫିଫା ମାନ୍ୟତା:ଶୀର୍ଷରେ ଫ୍ରାନ୍ସ

Related posts

ପ୍ରକାଶ ପାଇଲା ମାଟ୍ରିକ୍ ଫଳ: ବାଜି ମାରିନେଲେ ଝିଅ

Ratnamani Moharana

ଶ୍ରୀମନ୍ଦିର ଆଖପାଖରେ ବାଜିବନି ଡିଜେ ଓ ବ୍ୟାଣ୍ଡ : ପୁରୀ ଜିଲ୍ଲା ପ୍ରାଶସନ

ENO Beuro

ମତଦାନ ପରେ ହାତ କାଳି ଛଡାଇବା ପାଇଁ ଗୁଗୁଲ ସର୍ଚ୍ଚ କରୁଛନ୍ତି ଲୋକ

Ratnamani Moharana

Leave a Comment