News

୨୯ ରେ ଲଘୁଚାପ ସମ୍ଭାବନା ,୨୮ ରୁ ୩୧ ଯାଏଁ ବର୍ଷା

rain

ଦାନା ବାନ୍ଧୁଛି ଆଉ ଏକ ଘୁର୍ନିବଳୟ। ଯାହାକି ଘନୀଭୂତ ହୋଇ ଆସନ୍ତା ୨୯ ତାରିଖ ବେଳକୁ ଲଘୁଚାପ ରୂପ ନେଇପାରେ। ଏହା ପ୍ରଭାବରୁ ଆସନ୍ତା ୨୮ ତାରିଖରୁ ଓଡିଶାରେ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

rain

ଏହା ପ୍ରଭାବରେ ଉପକୂଳ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ୨୮ରୁ ୩୧ ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାର ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରେ ବାୟୁମଣ୍ଡଳରେ ରହିଥିବା ଟ୍ରଫ୍ ପ୍ରଭାବରେ ସାମାନ୍ୟ ବୃଷ୍ଟିପାତ ହୋଇଛି । ଗତକାଲି ସନ୍ଧ୍ୟାରେ ଭୁବନେଶ୍ବର ଓ ଏହାର ଆଖପାଖ କିଛି ସ୍ଥାନରେ ସାମାନ୍ୟ ବର୍ଷା ହେ।ଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଆସ୍କାରେ ସର୍ବାଧିକ ୮୦ ମିଲିମିଟର ବର୍ଷା ହୋଇଥିଲା । ସେହିପରି ଜଗନ୍ନାଥପ୍ରସାଦରେ ୩୦ ମି.ମି., ନବରଙ୍ଗପୁର, କୋରାପୁଟ, ଡାବୁଗାଁ, ଜୟପୁର, ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିରେ ୨୦ ମି.ମି., ଭଦ୍ରକର ଆଖୁଆପଦା, ରାୟଗଡ଼ାର ବିଷମ-କଟକ, ଗଜପତିର ମହେନ୍ଦ୍ରଗଡ଼ରେ ୧୦ ମି.ମି.।

ପଢନ୍ତୁ; ଆଜି କୋଣାର୍କ କୋର୍ଟରେ ହାଜର ହେବେ ଆୟାର

Related posts

ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ତଥା ଡା. ଦାମୋଦର ରାଉତଙ୍କ ପତ୍ନୀଙ୍କ ପରଲୋକ

Ratnamani Moharana

ପାଇଲଟ ଅଭିନନ୍ଦନଙ୍କ ବାପା କହିଲେ ମୋ ପୁଅ ହିଁ ପ୍ରକୃତ ବୀର

Ratnamani Moharana

୪୬ଦିନ ପରେ ଘରକୁ ଫେରିଲେ ରିମା : ଶାଶୁ ଘରକୁ ଫେରିବି, ଝିଅ ପରି ରହିବି

ENO Beuro

Leave a Comment