News

ଉତ୍ତର ଭାରତରେ ପ୍ରବଳ ବର୍ଷା,୨ ମୃତ

ଉତ୍ତର ଭାରତରେ ପ୍ରବଳ ବର୍ଷାରେ ଜନଜୀବନ ବ୍ୟାହତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଯାହା ଫଳରେ ଯାନବାହାନ ଚଳାଚଳରେ ଅସୁବିଧା ଦେଖା ଦେଇଥିଲା। ଉତ୍ତରପ୍ରଦେଶର ଗାଜିଆବାଦ୍‍ ଜିଲାରେ ସମସ୍ତ ସ୍କୁଲ୍‍ କଲେଜ୍‍ ବନ୍ଦ ପାଇଁ ସରକାରୀ ନିର୍ଦେଶ ଜାରି କରାଯାଇଛି।

ହରିୟାନାର ଯମୁନାନଗର ଜିଲ୍ଲାରେ ଥିବା ହଥନିକୁଣ୍ଡ ବ୍ୟାରେଜ୍‌ ପକ୍ଷରୁ ପାଣିଛଡାଯିବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇ ବନ୍ୟା ସ୍ଥିତି ଉପୁଜିଛି । ଏହି ପାଣି ଆସନ୍ତା ୭୨ ଘଣ୍ଟାରେ ଦିଲ୍ଲୀରେ ପହଞ୍ଚିବ।

ଅନ୍ୟପକ୍ଷରେ ବିଦ୍ୟୁତ ତାର ଛିଣ୍ଡି ପାଣିରେ ପଡିବାରୁ ବିଦ୍ୟତ ଆଘାତରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ସରୋଜକାନ୍ତ ଦାସ ନାମକ ଏହି ବ୍ୟକ୍ତି ନିଜ ଝିଅକୁ ସ୍କୁଲରେ ଛାଡି ଫେରୁଥିବାବେଳେ ଏହି ଘଟଣା ଘଟିଥିଲା।

ଉତ୍ତର ଭାରତରେ ପ୍ରବଳ ବର୍ଷା,୨ ମୃତ ଉତ୍ତର ଭାରତରେ ପ୍ରବଳ ବର୍ଷା,୨ ମୃତ delhi 1

ପଢନ୍ତୁ; ତ୍ଵଚାର ତେଲିଆ ଅଂଶକୁ ଦୂର କରେ “ପାନ ପତ୍ର”, ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର

Related posts

ପାକିସ୍ତାନ ସେନାଧ୍ୟକ୍ଷଙ୍କୁ ଆଲିଙ୍ଗନ ମାମଲା: ସିଧୁଙ୍କ ମୁଣ୍ଡ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ

ENO Beuro

ଆନ୍ତଃଜାତି ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା

ENO Beuro

ମାଲକାନଗିରି ମୁନସା ଗାଁରୁ ଉଦ୍ଧାର କୁମ୍ଭୀର ଗଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରକୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More