News

ପୁଣି ଘଡଘଡି ସହ ବର୍ଷା : ଉତ୍ତର ଓଡିଶାରେ ୩ ରୁ ୬ ଯାଏ ବର୍ଷିବ

rain

ପାଣିପାଗ ବିଭାଗର ପୂର୍ବସୂଚନା କହିବାନୁଯାୟୀ ଉତ୍ତର ଓଡିଶାରେ ପୁଣି ହେବ ବର୍ଷା

କେବେ ପାଗ ଶୁଖିଲା ତ ପୁଣି କେବେ ଘଡଘଡି ସହ ବର୍ଷା ଆସନ୍ତକାଲି ଦିନବେଳା ପାଗ ଠିକ ଥିଲାବେଳେ ହଠାତ କୁଆପଥର ବର୍ଷା ଅତବ୍ୟସ୍ତ କରିଥିଲା ଜନଜୀବନ। କାଲିଠାରୁ ପାଗ ଶୁଖିଲା ରହିଥିଲାବେଳେ ୩ ରୁ ୬ ଯାଏ ଉତ୍ତର ଓଡିଶାକୁ ବେହାଲ କରିବ ।   ଘଡଘଡି ସହ ବର୍ଷା ହେବ ବୋଲି ପାଣିପାଗ ସୂଚନା ବିଭାଗ ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟା ଭିତରେ ଭୁବନେଶ୍ବର, ପୁରୀ, କଟକ ଓ ଅନୁଗୁଳ ସମେତ ବହୁଜାଗାରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରନିର୍ଦ୍ଦେଶକ ଏଚ. ଆରଙ୍କ କହିବାନୁଯାୟୀ ମାର୍ଚ ପହିଲାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ମାତ୍ର ପୁଣି ୩ ରୁ ୬ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଆଜିର ତାପମାତ୍ରା କମ ରହିଥିଲା। ସୁନ୍ଦରଗଡକୁ ବାଦ ଦେଲେ ସବୁଠାରେ ପାରଦ ୩୫ ଡିଗ୍ରୀ ସେଲସୀୟସ ରହିଥିଲା

ପଢନ୍ତୁ; ଭୟଭୀତ ପାକିସ୍ତାନ : ଆଜି ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଫେରାଇବ

Related posts

ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା : ୬ଲକ୍ଷ ୮ହଜାରରୁ ଅଧିକ ପରୀକ୍ଷାର୍ଥୀ

ENO Beuro

ଆଜି ୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Ratnamani Moharana

973 MSME Units Get Incentives In Odisha – Chief Minister Naveen Patnaik

ENO Beuro

Leave a Comment