News

ଆଜିଠୁ ବର୍ଷା ଆରମ୍ଭ,କାଲିଠୁ ଅବପାତ ରୂପ ନେବ ଲଘୁଚାପ

ଲଘୁଚାପ ଘନୀଭୂତ ହେଉଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହାର ପ୍ରଭବାରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଇଛି। ୨୧ ତାରିଖ ପରେ ବର୍ଷା ପରିମାଣ କମିବ।

rain

ରାଜ୍ୟର ଗୋଟିଏ ବା ଦୁଇ ଘଡଘଡି ସହ ପ୍ରବଳ ବର୍ଷ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ଉପକୂଳ ଓଡିଶାର ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଫିରିଙ୍ଗିଆରେ ସର୍ବାଧିକ ୬ସେମି ବର୍ଷା ରେକର୍ଡ କରାଯାଇଛି ।

ପଢନ୍ତୁ;ବୈଜୟନ୍ତଙ୍କ ସମେତ ୨ଜଣଙ୍କୁ ଥାନାରେ ହାଜର ହେବାକୁ ନୋଟିସ

Related posts

ପ୍ରତ୍ୟର୍ପଣ ପାଇଁ ଲଣ୍ଡନ କୋର୍ଟଙ୍କ ଅନୁମତି,ବନ୍ଧା ହେବେ ମାଲ୍ୟା

ENO Beuro

ଶୌଚ ପାଇଁ ଯାଇଥିବାବେଳେ ଦଳି ଦେଲା ଦନ୍ତା ହାତୀ !

ENO Beuro

ବଢିବ ରୋଷେଇ ଘର ଖର୍ଚ୍ଚ, ୯୩ ଟଙ୍କା ମହଙ୍ଗା ହେଲା ଏଲପିଜି ଗ୍ୟାସ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More