News

୧୮ ଯାଏଁ କାଳବୈଶାଖୀ ସମ୍ଭାବନା

storm

ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଆସନ୍ତା ୧୮ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଅଛି। ବିଶେଷକରି ଉତ୍ତରଓଡିଶାରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି ବୋଲି ପାଣିପାଗ ବିଭାଗ କହିଛି। ତେବେ ଏହି ସମୟ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କନ୍ଧମାଳ, ସୁନ୍ଦରଗଡ଼ ଆଦି ଜିଲାରେ ଝଡ଼ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି।

ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘରୁ ନବାହାରିବା ପାଇଁ ଆଂଚଳିକ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଏହାର ପ୍ରଭାବରେ ରାଜ୍ୟରେ ପାଗ ପ୍ରାୟ ମେଘୁଆ ରହିଛି ।

ସୂଚନାଯୋଗ୍ୟ,ଗତକାଲି ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବା ସହିତ ଘଡଘଡ଼ି ମଧ୍ୟ ମାରିଥିଲା।

ପଢନ୍ତୁ; ଆଜି ବିଜେପି ଜାରି କରିବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା!

Related posts

ଶ୍ରୀ ଜଗର୍ନ୍ନାଥ ଧାମ ରେ କଡା ସୁରକ୍ଷା ବ୍ୟବସ୍ଥା, ୧୦୦ ମିଟର ପରିସୀମା ମଧ୍ୟରେ କୌଣସି ଦୋକାନ ରହିବନି

ENO Beuro

ଋଣ ସୁଝିବା ପାଇଁ ସମ୍ପତ୍ତି ବିକ୍ରି କରିବେ ଅନୀଲ ଅମ୍ବାନୀ

Ratnamani Moharana

ମୃତ୍ୟୁର ଖେଳ ବ୍ଲୁହ୍ୱେଲ କୁ ବନ୍ଦ କରିବା ଅସମ୍ଭବ – କେନ୍ଦ୍ରସରକାର

ENO Beuro

Leave a Comment