News

ଆସନ୍ତା ୩୧ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

rain

ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ଆସନ୍ତା ୩୧ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ରୁ ପ୍ରବଳ ବର୍ଷା ହେବ।

rain

ଲଘୁଚାପ ବର୍ଷା ନେଇ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି ରରାଯାଇଛି। ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବର୍ଷା ହେବାକୁ ଥିବା ସବୁ ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ବିଶେଷ କରି ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଆଲର୍ଟ ରହିବାକୁ ଯୁଗ୍ମ ରିଲିଫ୍ କମିଶନର୍ କହିଛନ୍ତି। ଏହାଛଡ଼ା ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, କଟକ ଓ ଯାଜପୁର ଜିଲ୍ଲପାଳଙ୍କୁ ମଧ୍ୟ ସତର୍କ କରାଯାଇଛି।

ନଭେମ୍ବର ୨ ତାରିଖ ଯାଏ ଆକାଶ ମେଘମୁକ୍ତ ହେବାର କୌଣସି ସମ୍ଭାବନା ଦେଖାଯାଉନାହିଁ। ମେଘୁଆ ପାଗ ଯୋଗୁଁ ଓଡ଼ିଶାକୁ ଶୀତ ଫେରିବାକୁ ଆଉ ସପ୍ତାହେ ବିଳମ୍ବ ହେବ ବୋଲି ଡ. ସାହୁ କହିଛନ୍ତି।

ପଢନ୍ତୁ; ୧୯୯୯ ମସିହା ମହାବାତ୍ୟାକୁ ଆଜି ପୁରିଲା ୧୯ ବର୍ଷ

Related posts

‘ମୋ ବସ’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଆଜିଠାରୁ ସଂସଦର ବଜେଟ ଅଧିବେଶନ,ଶୁକ୍ରବାର ବଜେଟ ଉପସ୍ଥାପନ

ENO Beuro

୬ ମାସରୁ କମ୍‌ ଚାକିରି ଥିବା ଆଇପିଏସ୍‌ ଅଫିସର ହୋଇପାରିବେନି ଡିଜିପି:ସୁପ୍ରିମକୋର୍ଟଙ୍କ ରାୟ

ENO Beuro

Leave a Comment