• Home
  • LIFESTYLE
  • ଉଚ୍ଚତା ବୃଦ୍ଧି ପାଇଁ ଆପଣାନ୍ତୁ ଏହି ସରଳ ଉପାୟ
LIFESTYLE

ଉଚ୍ଚତା ବୃଦ୍ଧି ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ଉଚ୍ଚତା ବଢାଇବା ପାଇଁ ଟିପ୍ସ

ଧୀରେ ଧୀରେ ସମୟ ବଦଳିବା ସଙ୍ଗେ ସଙ୍ଗେ ଉଚ୍ଚତାର ଚାହିଦା ଯେପରି ବଢ଼ି ବଢ଼ି ଚାଲିଛି ।ଆଜିକାଲି ଯେପରି ଉଚ୍ଚତା ସମସ୍ତଙ୍କର ପ୍ରାଥମିକତା ହୋଇଗଲାଣି । ଆପଣଙ୍କ ବ୍ୟକ୍ତିତ୍ୱ ଯେତେ ବି ଭଲ ହୋଇଥାଉ ପଛେ ମାତ୍ର ଯଦି ଉଚ୍ଚତା ଟିକେ କମ୍‌ ଅଛି ତ ତାହା ଆଖିକୁ ଦିଶେ ନାହିଁ ।

କମ୍‌ ଉଚ୍ଚତା ବିଶିଷ୍ଟ ଲୋକଙ୍କ ବ୍ୟକ୍ତିତ୍ୱ ସେପରି ଅନ୍ୟକୁ ଏତେଟା ଆକର୍ଷିତ କରିନଥାଏ । ତେବେ ଆସନ୍ତୁ  ଜାଣିବା କେଉଁ ସରଳ ଉପାୟ ଦ୍ୱାରା ଆମେ ଆମର ଉଚ୍ଚତା ବୃଦ୍ଧି କରିପାରିବା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ୩୫ ବର୍ଷ ମଧ୍ୟରେ ଉଚ୍ଚତା ବୃଦ୍ଧି କରାଯାଇ ପାରେ ।

ପିଟ୍ୟୁଟାରି ଗ୍ଲାଣ୍ଡ୍‌ ଉପରେ ଉଚ୍ଚତା ନିର୍ଭର କରେ। ଏହି ଗ୍ଲାଣ୍ଡ୍‌ ଖପୁରିର ମଧ୍ୟ ଭାଗ ଅର୍ଥାତ ନାକ ସିଧାରେ ରହିଛି । ସେହି ଗ୍ଲାଣ୍ଡ୍‌ ସଂପ୍ରସାରିତ କରି ଉଚ୍ଚତା ବଢ଼ାଯାଇ ପାରିବ। ଏହି ପିଟ୍ୟୁଟାରି ଗ୍ଲାଣ୍ଡ୍‌କୁ ସଂପ୍ରସାରିତ କରିବା ପାଇଁ ଧ୍ୟାନ କରିବା ନିହାତି ଦରକାର । ତେଣୁ ଉଚ୍ଚତା ବଢ଼ାଇବାରେ ଧ୍ୟାନ ପ୍ରମୁଖ ଭୂମିକା ଗ୍ରହଣ କରେ। ଦିନକୁ ମାତ୍ର ୫-୧୦ ମିନିଟ୍‌ ଧ୍ୟାନ୍‌ କରନ୍ତୁ । ୩ ମାସ ମଧ୍ୟରେ ଆପଣ ଆଶାପୂର୍ବକ ଫଳାଫଳା ନିଶ୍ଚୟ ପାଇଯିବେ ।

ଉଚ୍ଚତା ବୃଦ୍ଧି ପାଇଁ ଆପଣାନ୍ତୁ ଏହି ସରଳ ଉପାୟ grow hight 1

ପଢନ୍ତୁ ;

ମିଠା ଖାଇବା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

Related posts

ଆପଣ ଜାଣିଛନ୍ତି କି ? ଷ୍ଟିମ୍‌ ନେବା ଦ୍ଵାରା ବଢିଥାଏ ତ୍ୱଚାର ଉଜ୍ଜ୍ୱଳତା ! ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

ଉଚ୍ଚ ରକ୍ତଚାପ ର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

Krishna Kumar Manoj

କଫିକୁ ବ୍ୟବହାର କରି କିପରି କେଶ ଏବଂ ଚେହେରାର ସୌନ୍ଦର୍ଯ୍ୟ ବଢାଇବା? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More