LIFESTYLE

ଆପଣଙ୍କ ପାର୍ଟନରଙ୍କ ଆଉ କାହା ସହ ଚାଲିଛି କି ଆଫେୟାର ଜାଣନ୍ତୁ ଏହି ସଙ୍କେତରୁ

ଆପଣ ଜାଣିଛନ୍ତି କି ଆପଣଙ୍କ ପାର୍ଟନରଙ୍କ ଆଉ କାହା ସହ ଆଫେୟାର ଚାଲିଛି ବୋଲି । ତେବେ କେମିତି ଜାଣିବେ ଯେ ତାଙ୍କର ଆଉ କାହା ସହ ଆଫେୟାର ଚାଲିଛି ବୋଲି । ଯଦି ଆପଣକୁ ତାଙ୍କ ବ୍ୟବହାରରେ ପରିବର୍ତନ ପରିଲକ୍ଷିତ ହୁଏ ଓ ସେ ପୂର୍ବ ପରି ଆଉ ଆପଣଙ୍କ ସହ ମିଳାମିଶା କରୁନାହାନ୍ତି ତ ଏଥିରେ ଚିନ୍ତାରେ ଥାନ୍ତି କି ତାଙ୍କ ଦୁହିଁଙ୍କ ମଧ୍ୟରେ ଅନ୍ୟ କିଏ ଆସିନିତ । ତେବେ ଏହି ସବୁ ଲଖଣ ରୁ ଆପଣ ଜାଣି ପାରିବେ ଯେ ତାଙ୍କର ଅନ୍ୟ କାହା ସହ ସମ୍ପର୍କ ଅଛି କି ନାହିଁ ।

ପାର୍ଟନରଙ୍କ  ଆଉ କାହା ସହ ଆଫେୟାର ଅଛି କି ନାହିଁ ଏହି ସବୁ କଥାରୁ ଜାଣନ୍ତୁ

  • ଯଦି ସେ ଆପଣଙ୍କ ଉପରେ ହଟାତ ଚିଡି ଚିଡି ହେଉଛନ୍ତି ଓ ଛୋଟ ଛୋଟ କଥାରେ ରାଗି ଯାଉଛନ୍ତି । ତେବେ ଏହି କଥା ରୁ ଭାବି ନେବେ ଯେ ସେ ଆଉ କାହା କୁ ପସନ୍ଦ କରୁଛନ୍ତି ।
  • ଯଦି ତାଙ୍କର କଥା ବାର୍ତା ଓ ଚାଲିଚଳନରେ ହଟାତ ପରିବର୍ତନ ଓ ସେ ଆପଣଙ୍କ ଆଖିରେ ଆଖି ନ ମିଶାଇ କଥା କହିବା ଏହି ପରି କିଛି ଲକ୍ଷଣ ଥାଏ ଯେ ସେ ଅନ୍ୟ କାହାରିକୁ ଭଲ ପାଉଛନ୍ତି ।
  • ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ସେ ଯଦି ଆପଣଙ୍କ  ସହ କଥା ନ ହେବ ଓ ସର୍ବଦା କିଛି ନ କିଛି ବାହାନା ବନେଇବା ।
  • ଯଦି ପାର୍ଟନର ତାଙ୍କ ଫୋନକୁ ସାଇଲେଣ୍ଟ କରି ରଖନ୍ତି ଆଉ ଅନ୍ୟ କାହାରିକୁ ଦେଖିବାକୁ ଦିଅନ୍ତି ନାହିଁ । ତେବେ ଏହି କଥାରୁ ଭାବିନେବେ ଯେ ସେ ଅନ୍ୟ କାହା ପ୍ରେମରେ ପଡିଯାଇଛନ୍ତି ଓ ଆପଣଙ୍କ ଠାରୁ ସମ୍ପର୍କ କାଟିବାକୁ ଚାହୁଁଛନ୍ତି ।
  • ଯଦି ପାର୍ଟନରଙ୍କ ପୂର୍ବ ପରି ଆଉ ଅପଣଙ୍କ ପାଁଇ ଭଲ ପାଇବା ନାହିଁ ତେବେ ସେ ଆପଣଙ୍କ ଠାରୁ ସର୍ବଦା ଦୁରେଇ ରହିବାକୁ ଚାହୁଁଛନ୍ତି ।


ପଢନ୍ତୁ ;

ଅମୀରଙ୍କ ପରେ ଚୀନରେ ସଲମାନ ଖାନଙ୍କ ସିନେମା , ପ୍ରଥମ ଦିନରେ ଜବରଦସ୍ତ କଲେକ୍ସନ

Related posts

ଓଜନ ବଢାଇବାରେ ସାହାଯ୍ୟ କରିଥାଏ ସୋୟାବିନ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

ନିଜର ଉଚ୍ଚତା ବଢେଇବାକୁ ଚାହୁଁଛନ୍ତି କି? ତେବେ କରନ୍ତୁ ଏହି ସହଜ ଯୋଗାସନ

ENO Beuro

ଆପଣ ଚାଇନିଜ୍ ଫୁଡ୍ ଖାଉଛନ୍ତି କି ?ବିଭିନ୍ନ ରୋଗର ଶିକାର ହୋଇପାରନ୍ତି

ENO Beuro

2 comments

Leave a Comment