• Home
  • LIFESTYLE
  • ଉଚ୍ଚ ରକ୍ତଚାପ ର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ
LIFESTYLE

ଉଚ୍ଚ ରକ୍ତଚାପ ର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

ଉଚ୍ଚ ରକ୍ତଚାପ ଏବେ ଏକ ଅତି ସାଧାରଣ ରୋଗ ହେଇଗଲାଣି । ଅନେକ ଲୋକ ଏବେ ଏହି ରୋଗରେ ପୀଡ଼ିତ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କିନ୍ତୁ କିଛିଟା ଘରୋଇ ଉପଚାର ଅଛି ଯାହା ଆପଣଙ୍କୁ ଏହି ରୋଗରୁ ମୁକ୍ତି ଦେଇପାରିବ ।

ଉଚ୍ଚ ରକ୍ତଚାପ ଲକ୍ଷଣ :

କେତେକ ଛୋଟ ଛୋଟ କଥାରେ ରାଗି ଯାଆନ୍ତି, ଆଉ କେତେକଙ୍କର ମୁଣ୍ଡ ବ୍ୟଥା ହୁଏ ବା ମୁଣ୍ଡ ଚକ୍କର କାଟେ ।

ଉଚ୍ଚ ରକ୍ତଚାପ ଘରୋଇ ଉପଚାର :

  • ବଡ ଅଳେଇଚ ନେଇ ଭାଜି ଦିଅନ୍ତୁ । ତାକୁ ଏଭଳି ଭାଜନ୍ତୁ, ଯେପରି ତାହା ଜଳି ପାଉଁଶ ହୋଇଯିବ । ତା’ପରେ ତା‘କୁ ଗୁଣ୍ଡ କରି ରଖନ୍ତୁ । ଏହାକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ଖାଦ୍ୟ ଗ୍ରହଣର ୧ ଘଣ୍ଟା ପୂର୍ବରୁ ୫ ଗ୍ରାମ୍‌ ଅଳେଇଚ ପାଉଁଶକୁ ୨ ଚାମଚ ମହୁ ସହିତ ମିଶାଇ ଖାଆନ୍ତୁ । କ୍ରମାଗତ ଭାବେ ୧୫ ରୁ ୨୦ ଦିନ ଯାଏଁ ଏହି ଉପାୟ ଆପଣାଇଲେ ଆପଣଙ୍କର ଉଚ୍ଚ ରକ୍ତଚାପଜନିତ ସମସ୍ୟା କମିବ ।
  • ସପ୍ତାହକୁ ତିନିଥର ସଜନା ପତ୍ରକୁ ସିଝାଇକି ତା ପାଣି ପିଅନ୍ତୁ ।
  • ତେଲ, ମସଲା, ଲୁଣ କମ ଖାଇବା ଉଚିତ ।

ଉଚ୍ଚ ରକ୍ତଚାପ ର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ  ଉଚ୍ଚ ରକ୍ତଚାପ ର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

Related posts

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ଵାରା ମନ ଖୁସି ରହିବା ସହ ମସ୍ତିଷ୍କ ଶାନ୍ତ ମଧ୍ୟ ରହିଥାଏ?

Krishna Kumar Manoj

ଲାଲ ମକା କେବେ ଖାଇଛନ୍ତି କି? ଏହା ମୁଖ କର୍କଟ ଓ ସ୍ତନ କର୍କଟ ରୋକିବାରେ ସାହାଯ୍ୟ କରିଥାଏ! ଜାଣିରଖନ୍ତୁ ଏହାର ଉପକାରିତା ସମ୍ପର୍କରେ

Krishna Kumar Manoj

ଖାଇବା ପରେ ତୁରନ୍ତ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ଅଟେ। ଜାଣନ୍ତୁ ଏହାର କାରଣ କ’ଣ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More