News

ଆବେଦନ ଖାରଜ,ଜେଲ ଯିବେ ସଜ୍ଜନ କୁମାର

sk

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର କୋର୍ଟରେ ଆତ୍ମସମର୍ପଣ କରିବାପାଇଁ ୩୦ ଦିନ ଅଧିକ ସମୟ ‌ମାଗିଛନ୍ତି । ତେବେ ଦିଲ୍ଲୀ ହାଇକୋର୍ଟ ତାଙ୍କର ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ପୂର୍ବ ନିର୍ଦ୍ଦେଶାନୁଯାୟୀ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଆତ୍ମସମର୍ପଣ କରିବାକୁ କହିଛନ୍ତି । ଅନ୍ୟପକ୍ଷେ ସେ ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିବେ ବୋଲି ତାଙ୍କର ଓକିଲ ଅନିଲ ଶର୍ମା ସୂଚନା ଦେଇଛନ୍ତି ।

sk

୭୩ ବର୍ଷୀୟ ସଜ୍ଜନ କୁମାର ଗତକାଲି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ଯେ ତାଙ୍କର ୩ ପୁଅ, ଝିଅ ଏବଂ ୮ ଜଣ ନାତି ନାତୁଣୀ ଅଛନ୍ତି। ତେଣୁ ସେମାନଙ୍କ ମଧ୍ୟରେ ସମ୍ପତ୍ତି ସଂକ୍ରାନ୍ତ ସମସ୍ତ ଅଡ଼ୁଆ ତୁଟାଇ ସେ କୋର୍ଟରେ ଆତ୍ମସମର୍ପଣ କରିବେ। ଏଥିଲାଗି ସେ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଉ। ଏହି ଆବେଦନ ଖାରଜ ହୋଇଛି।

ପଢନ୍ତୁ; ପ୍ରସାଦ ଖାଇ ୧୫ ଜଣଙ୍କ ମୃତ୍ୟ ମାମଲା: ଷଡଯନ୍ତ୍ର ରଚନା କରିଥିଲେ ମନ୍ଦିର ପୂଜାରୀ

Related posts

ପ୍ରଥମେ ପ୍ରଶ୍ନପତ୍ର ଭାଇରାଲ ଆଉ ଏବେ ଖାତା ଗାଏବ : ୧୦୮ ମାଟ୍ରିକ ଖାତା ଅନ୍ତର୍ଦ୍ଧାନ ଘଟଣା

Ratnamani Moharana

ଚିକେନ୍‌ ଓ ଅଣ୍ଡାକୁ ନିରାମିଷ ଘୋଷଣା କରିବାକୁ ରାଜ୍ୟସଭାରେ ଦାବି

Ratnamani Moharana

ଟିଏମସି ପ୍ରାର୍ଥିପତ୍ର ତାଲିକାରେ ୪୧ ପ୍ରତିଶତ ମହିଳା

ENO Beuro

Leave a Comment