News

ପାକିସ୍ତାନର ପ୍ରତିଆକ୍ରମଣ ଆଶଙ୍କା : ସୀମାନ୍ତ ରାଜ୍ୟରେ ହାଇ ଆଲର୍ଟଜାରି

ସୀମାନ୍ତ ରାଜ୍ୟଗୁଡିକରେ ହାଇ ଆଲର୍ଟ ସହ ବଢିଲା ସୁରକ୍ଷା ବ୍ୟବସ୍ଥା

ପାକିସ୍ତାନରେ ପଶି ଆତଙ୍କବାଦୀ ଶିବିର ଧ୍ବଂଶ କରିବା ପରେ ଭାରତ ଉପରେ ପାକିସ୍ତାନ ପ୍ରତି  ଆକ୍ରମଣର ଆଶଙ୍କା କରି ୩ଟି ରାଜ୍ୟରେ ହାଇ ଆଲର୍ଟ ଜାରି କରିବା ସହିତ ଦିଲ୍ଲୀ ଓ  ମୁମ୍ବାଇ ଉପରେ ସ୍ବତନ୍ତ୍ର ଭାବେ ନଜର ରଖାଯାଇଛି । ଆକ୍ରମଣ ଆଶଙ୍କାରେ ଭାରତସରକାର ଏଲୋସି ନିକଟବରତି ଅଞ୍ଚଳରେ ସ୍କୁଲ, କଲେଜ ବନ୍ଦ କରି ସୀମାନ୍ତ ଅଞ୍ଚଳ ଗୁଡିକ ଉପରେ ମଧ୍ୟ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ ଏସବୁ ଅଞ୍ଚଳରେ ସନ୍ଧ୍ୟା ୬ଟାରୁ ସକାଳ ୭ଟା ମଧ୍ୟରେ ଯାତାୟତ ଉପରେ କଟକଣା ଲଗାଯାଇଛି।

ଡେପୁଟି କମିଶନର କହିଛନ୍ତି ଆଜି ହେବାକୁ ଥିବା ୫ମ, ୬ଷ୍ଠ ଏବଂ ୭ମ ଶ୍ରେଣୀର ପରୀକ୍ଷାଗୁଡିକୁ ବାତିଲ କରାଯାଇଛି । ଭାରତୀୟ ବାୟୁସେନା ଦ୍ବାରା ଏୟାର ଷ୍ଟ୍ରାଇକ୍ କରାଯିବା ପରେ ପାକିସ୍ତାନ ବିଚଳିତ ହୋଇଯାଇଛି ଫଳରେ ଅସ୍ତ୍ର ବିରତି ଆଇନ ଉଲଂଘନ କରିଛି ପାକିସ୍ତାନ । ପାକିସ୍ତାନ ପଟୁ ଲଗାତର କରାଯାଉଥିବା ଗୁଳିମାଡ ଯୋଗୁଁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।

ପଢନ୍ତୁ; ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର-୨୦୧୯’ ସମ୍ମାନିତ ହେଲେ ଅଂଶୁମାନ

Related posts

ଭାରତୀୟ ସଂସ୍କୃତି ତଥା ପ୍ରେମର ପ୍ରତୀକ ତାଜମହଲ କୁ ନେଇ ବିବାଦପୁର୍ଣ୍ଣ ମନ୍ତବ୍ୟ

ENO Beuro

ମିଥୁନଙ୍କ ପୁଅଙ୍କ ବିରୋଧରେ ବଳତ୍କାର ଅଭିଯୋଗ

ENO Beuro

ପାଟଣାଗଡ ବିସ୍ଫୋରଣ ମାମଲା : ପାର୍ସଲ ବୋମା ପଠାଇଥିଲେ ଜଣେ ଓଡ଼ିଆ

ENO Beuro

Leave a Comment