ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ସାମ୍ସ ନିୟମ ଉଲ୍ଲଘଂନ ପଡ଼ିଲା ମହଙ୍ଗା (SAMS rule violation) । ୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସାମ୍ସ ନିୟମ ଉଲ୍ଲଂଘନ କରି ୨୦୨୨-୨୩ ଶିକ୍ଷାବର୍ଷରେ ପିଲାଙ୍କ ନାମ ଲେଖାଇଥିବାରୁ ୧୯ ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।
ସାମ୍ସ ନିୟମ ଉଲ୍ଲଘଂନ ପଡ଼ିଲା ମହଙ୍ଗା (SAMS rule violation) । ୧୯ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସାମ୍ସ ନିୟମ ଉଲ୍ଲଂଘନ କରି ୨୦୨୨-୨୩ ଶିକ୍ଷାବର୍ଷରେ ପିଲାଙ୍କ ନାମ ଲେଖାଇଥିବାରୁ ୧୯ ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଆସନ୍ତା ୧୧ ତାରିଖ ସୁଦ୍ଧା ଉତ୍ତର ଦେବାକୁ ୧୯ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ସାମ୍ସ ନିୟମ ଉଲ୍ଲଙ୍ଘନ କରି ନାମ ଲେଖାଇଥିବାରୁ ପିଲାଙ୍କ ଭବିଷ୍ୟତ ଖରାପ ହେବାର ଆଶଙ୍କା ରହିଛି । ସରକାରୀ ମାର୍ଗ ଦର୍ଶିକାର ଉଲ୍ଲଘଂନ କରିଥିବାରୁ କାହିଁକି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିଆଯିବ ନାହିଁ ସେନେଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ୧୯ଟି କଲେଜଗୁଡ଼ିକ ମଧ୍ୟରେ ରହିଛି ଅନୁଗୋଳ ଜିଲ୍ଲାର ୨ଟି କଲେଜ, ବାଲେଶ୍ବରରେ ୨ ଟି କଲେଜ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ମାଲକାନଗିରି ଓ ନୟାଗଡ଼ରେ ଗୋଟିଏ ଲେଖାଏଁ କଲେଜ, କଟକରେ ୩ ଟି ଡିଗ୍ରୀ କଲେଜ, ଖୋର୍ଦ୍ଧା ଓ ପୁରୀରେ ୩ଟି ଲେଖାଁଏ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ନୋଟିସରେ ଉଲ୍ଲେଖ ରହିଛି ଯେ ୨୦୨୨-୨୩ ଶିକ୍ଷାବର୍ଷରେ ଆଡମିଶନ ହୋଇଥିବା କିଛି ଛାତ୍ରଛାତ୍ରୀଙ୍କ ଅପଡେଟ ସାମ୍ସରେ କରିବା ଲାଗି ନିର୍ଦ୍ଦେଶ ରହିଥିଲା । ମାତ୍ର ଏହି କଲେଜଗୁଡ଼ିକ ସାମ୍ସରେ କୌଣସି ଅପଡେଟ କରିନଥିଲେ । ଯାହାଦ୍ବାରା ସାମ୍ସର ନିୟମ ଉଲ୍ଲଘଂନ ହୋଇଛି । ଏପରି କରାଯିବା ଦ୍ବାରା ଇ-ଆଡମିଶନ ନିୟମର ଉଲ୍ଲଘଂନ ହେଉଛି । ଏନେଇ ଆସନ୍ତା ୧୧ ତାରିଖ ସୁଦ୍ଧା କାରଣ ଦର୍ଶାଅ ରିପୋର୍ଟ ଦାଖଲ କରିବା ଲାଗି ନୋଟିସରେ କୁହାଯାଇଛି ।"
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।