୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ଇରାନ୍ରେ ହିଜାବ ଆଇନକୁ ବିରୋଧ କରି ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନ ଆଗରେ ଇରାନ୍ ସରକାର ନଇଁବାକୁ ବାଧ୍ୟ ହୋଇଛନ୍ତି।
ଇରାନ୍ରେ ହିଜାବ ଆଇନକୁ ବିରୋଧ କରି ଦେଶବ୍ୟାପୀ ଚାଲିଥିବା ଆନ୍ଦୋଳନ ଆଗରେ ଇରାନ୍ ସରକାର ନଇଁବାକୁ ବାଧ୍ୟ ହୋଇଛନ୍ତି। ସରକାରଙ୍କ କୌଣସି ଦମନ ନୀତିକୁ ଖାତିର ନକରି ଆନ୍ଦୋଳନକାରୀମାନେ ସେମାନଙ୍କ ବିରୋଧ ପ୍ରଦର୍ଶନ ଜାରି ରଖିଥିବା ବେଳେ ଇରାନ୍ ସରକାର ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ‘ନୈତିକତା ପୁଲିସ’ ଶାଖାକୁ ଉଚ୍ଛେଦ କରିଛନ୍ତି ଏବଂ ହିଜାବ ଆଇନର ପୁନର୍ବିଚାର ହେବ ବୋଲି ଘୋଷଣା କରିଛନ୍ତି। ହିଜାବ ବିରୋଧୀ ଆନ୍ଦୋଳନ ଦେଶରେ ଉଗ୍ରରୂପ ନେବାପରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ। ପ୍ରାୟ ୧୪ ହଜାର ଆନ୍ଦୋଳନକାରୀ ଗିରଫ ହୋଇ ବିଭିନ୍ନ ଜେଲ୍ରେ ଅଛନ୍ତି। ଏଭଳି ସ୍ଥିତିରେ ଆଜି ସରକାର ତାଙ୍କ ଆଭିମୁଖ୍ୟ ନରମ କରି କଠୋର ହିଜାବ ଆଇନ ସଂପର୍କରେ ପୁନର୍ବିଚାର କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଏହାକୁ ଲୋକେ ସ୍ବାଗତ କରିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।