News

ହୀରାକୁଦର ବନ୍ଦ ହେଲା ୫ଟି ଗେଟ

dam

ମହାନଦୀରେ ବନ୍ୟା ଆସିଲା ନାହିଁ। ଏବେ ନଦୀର ଜଳସ୍ତର କମିବାରେ ଲାଗିଛି। ଆଜି ହୀରାକୁଦ ଜଳ ଭଣ୍ଡାରର ୫ଟି ଗେଟ ବନ୍ଦ କରାଯାଇଛି। ଫଳରେ ଏବେ ୨୦ଟି ଗେଟ ଦେଇ ଜଳଭଣ୍ଡାରରୁ ମହାନଦୀକୁ ଜଳ ଛଡ଼ାଯାଉଛି।

dam

ଗୁରୁବାର ଅପରାହ୍ନ ସାଢେ ୩ଟା ସୁଦ୍ଧା ୬୨୨.୬୫ ଫୁଟ୍ ଜଳସ୍ତର ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ହାରାହାରି ୩ ଲକ୍ଷ ୭୭ ହଜାର ୩୩୧ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୧୦ ହଜାର ୪୬୯ ଘନଫୁଟ୍ ଜଳ ନିଷ୍କାସନ ହେଉଛି।

ଉଲ୍ଲେଖଯୋଗ୍ୟ,ମହାନଦୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଥିଲା। ତେଣୁ ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ବନ୍ଧ କର୍ତ୍ତୃପକ୍ଷ ଯୋଜନା କରି ଗତକାଲି ସୁଦ୍ଧା ୨୫ଟି ଗେଟ୍‌ ଖୋଲିଥିଲେ।

ପଢନ୍ତୁ;ଆଜି ମହାପ୍ରଭୁଙ୍କୁ ରାହୁରେଖା ଲାଗି,୪ ଘଣ୍ଟା ଦର୍ଶନ ବନ୍ଦ

Related posts

ଆମ ଗାଁ ଆମ ବିକାଶ: ୧୬୩ ପଞ୍ଚାୟତ ପାଇଁ ୩୮.୮୬କୋଟି ମଞ୍ଜୁର

ENO Beuro

ପ୍ଲାଷ୍ଟିକ ଆଧାର କାର୍ଡ ଗ୍ରହଣୀୟ ନୁହେଁ : ୟୁଆଇଡିଏଆଇ

ENO Beuro

ହୃଦୟ ଚୋରି ଅଭିଯୋଗ,ଥାନାରେ ଏତଲା ଦେଲେ ଯୁବକ

ENO Beuro

Leave a Comment