News

ଲଗାଣ ବର୍ଷା ଯୋଗୁଁ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

Untitled 1

ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବା କିଛି ଦିନ ହୋଇଥିବାବେଳେ ଓଡିଶାରେ ଲାଗି ରହିଛି ବର୍ଷା। ପାଣିପାଗ ବିଭାଗ ସୂଚନାନୁଯାୟୀ ଆସନ୍ତା ଦୁଇଦିନ ମଧ୍ୟ ରାଜ୍ୟରେ ବର୍ଷାର  ପରିମାଣ ବଢିବ। ତେବେ ବର୍ଷା ଋତୁରେ ବନ୍ୟା ଏକ ସାଧାରଣ କଥା। ତେବେ ମୌସୁମୀ ବର୍ଷାଯୋଗୁ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର।

ବର୍ତ୍ତମାନ ଜଳସ୍ତର ରହିଛି ୫୯୯.୯୭ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୫ହଜାର ୬୨୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୧୩ହଜାର ୨୧୬ ଘନଫୁଟ ଜଳ। ତେବେ ଉପର ମୁଣ୍ଡରେ ବର୍ଷା ଲାଗି ରହିବା ଫଳରେ ଜଳସ୍ତର ବଢୁଛି। ଆସନ୍ତା ଜୁଲାଇ ୨୬ରେ ହୀରାକୁଦ ଗେଟ୍‌ ଖୋଲିବା ସମ୍ଭାବନା ରହିଛି।

ପଢନ୍ତୁ: ଏଣିକି ରାସ୍ତାରେ ଦୁର୍ଘଟଣା ହେଲେ ସରକାର ଦେବେ ସହାୟତା ରାଶି

Related posts

ଓଡ଼ିଶା ସମେତ ସାରା ଦେଶରେ ବାଘ ଗଣନା ଆରମ୍ଭ : ନୂତନ ଜ୍ଞାନ କୌଶଳରେ ଗଣତି ହେଉଛି

ENO Beuro

ଆଜି ଖୋଲିବ ସବରିମାଳା ମନ୍ଦିର ,ସୁରକ୍ଷା ବ୍ୟବସ୍ଥା କଡାକଡି

ENO Beuro

୫୦୦ ରୁ ଅଧିକ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଥିବା ହ୍ୟାକର ଗିରଫ!

ENO Beuro

Leave a Comment