27 C
Bhubaneswar
October 26, 2020
EnewsOdia.Com
ନ୍ୟୁଜ୍

ଲାପଟପ୍ ଦେଖି ବେଦ ଉଚ୍ଚାରଣ କରୁଛନ୍ତି ସ୍ମାର୍ଟ ପଣ୍ଡିତ

ବେଦ ତଥା ଶାସ୍ତ୍ର ପୁସ୍ତକ ଧରି ବିଭିନ୍ନ ପୂଜାସ୍ତଳକୁ ଯିବା ଯେମିତି କଷ୍ଟସାଧ୍ୟ ସେହି ପୁସ୍ତକରୁ ନିର୍ଦ୍ଦିଷ୍ଟ ମନ୍ତ୍ର ଖୋଜି ପାଠ କରିବା ସେତିକି ସମୟ ସାପେକ୍ଷ । ଆଉ ଏହି ସବୁ ଝିନଝଟରୁ ମୁକ୍ତି ପାଇବା ପାଇଁ ଏକ ନିଆରା ବାଟ ଖୋଜି ବାହାର କରିଛନ୍ତି ଏହି ସ୍ମାର୍ଟ ପଣ୍ଡିତ । ପୁରୀ ଜିଲ୍ଲା ରାମେଶ୍ୱର ଶୈବପୀଠରେ ଅନୁଷ୍ଠିତ ବିଶ୍ୱଶାନ୍ତି ଯଜ୍ଞରୁ ଆସିଛି ଏଭଳି ଏକ ଚିତ୍ର । ଆଧୁନିକ ଯୁଗର ବୈଷୟିକ ଜ୍ଞାନ କୌଶଳକୁ ପାରମ୍ପରିକ ପୂଜାପାଠରେ ଉପଯୋଗ କରି ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।

ବୈଦିକ ପୂଜାବିଧି ଯେ, କେବଳ ପାରମ୍ପରିକ ଉପାୟରେ ହୋଇପାରିବ ତାହା ନୁହେଁ ବରଂ ଏଥିରେ ଆମେ ଅଧୁନିକ ଜ୍ଞାନ କୌଶଳର ବି ବିନିଯୋଗ କରିପାରିବା, ହୁଏତ ଏଭଳି ଏକ ବାର୍ତା ଦେଉଛନ୍ତି ବିଶ୍ୱଶାନ୍ତି ଯଜ୍ଞ ପାଇଁ ଆସିଥିବା ଏହି ପଣ୍ଡିତମାନେ । ସରଳ ଭାଷାରେ କହିଲେ, ପୂଜାପାଠ ପାଇଁ ଆବଶ୍ୟକ ମନ୍ତ୍ର ଓ ବିଧି ଲ୍ୟାପ୍ଟପ୍ରୁ ଦେଖି ଅନୁସରଣ କରୁଛନ୍ତି ।

ପଢନ୍ତୁ: ବାଇକ୍‌ ପଛରେ ବସିଲେ ବି ପିନ୍ଧିବାକୁ ପଡ଼ିବ ହେଲମେଟ

 

Related posts

ଆଜି ପବିତ୍ର ମକର ସଂକ୍ରାନ୍ତି

Ratnamani Maharana

କରୋନା ଭୟରେ ଚିକେନ ଶସ୍ତା

Ratnamani Maharana

ବନ୍ଦ ହେଲା ‘ଉଜ୍ଜଳା’, ୨ହଜାର ମହିଳାଙ୍କୁ ଗ୍ୟାସ ସଂଯୋଗ କେବେ?

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More