EnewsOdia.Com

କରୋନା ଭାଇରସ ରୋଗୀଙ୍କୁ ଦିଆଯାଉଛି HIV ମେଡିସିନ

ଚୀନରୁ ଉତ୍ପନ୍ନ କରୋନା ଭାଇରସର ଭୟ ସାରା ବିଶ୍ୱକୁ ଗ୍ରାସ କରିଥିବା ବେଳେ ୧୦ରୁ ଅଧିକ ଦେଶରେ ଏହି ଭୟଙ୍କର ଭାଇରସ ବ୍ୟାପି ସାରିଲାଣି । ଭାରତ ସରକାର ଏହି ଭାଇରସ ଠାରୁ ରକ୍ଷା ପାଇବା ପାଇଁ ନୂଆ ନୂଆ ଆଡଭାଇଜରି ଜାରି କରିଥିଲେ ମଧ୍ୟ ବିହାରରେ ଜଣଙ୍କ ଠାରେ ଏହି ଭାଇରସ ଦେଖାଦେଲାଣି । ଏହି ଭୟଙ୍କର ଭାଇରସର ମୁକାବିଲା କରିବା ପାଇଁ ଔଷଧ ବା ଆଣ୍ଡିଡୋଟ ତିଆରି କରାଯାଇ ପାରିନି ।

ପୁରା ବିଶ୍ୱର ବୌଜ୍ଞାନିକ ମାନଙ୍କର ଶତ ପ୍ରଚେଷ୍ଟା ଦ୍ୱାରା ମଧ୍ୟ ଏହାକୁ ରୋକିବାକୁ କୌଣଷି ନିଜାସ ବାହାରି ପାରିନାହିଁ । ବର୍ତ୍ତମାନ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ରୋଗୀ ମାନଙ୍କୁ ଏଚଆଇଭି ରୋଗର ମେଡିସିନ ଦିଆଯାଉଛି । ଏବେ ସାଧାରଣ ଲୋକଙ୍କ ମନରେ ବାସ ଗୋଟିଏ ପ୍ରଶ୍ନ ଏତେ ଭୟଙ୍କର ଭାଇରସ ଠାରୁ ଏଚଆଇଭି ମେଡିସିନ ଦ୍ୱାରା କେମିତି ରକ୍ଷା ପାଇହେବ ।

ପଢନ୍ତୁ: କାଳିଆ ଦୁଆରେ ଭିକ ମାଗୁଛନ୍ତି, କୋଠା ଘରେ ରାତି କାଟୁଛନ୍ତି

ସମ୍ବନ୍ଧିତ ଖବର

ଶ୍ରୀମନ୍ଦିର ୱାଚ୍‌ ଟାୱାର୍‌ରେ ଚଢ଼ି ଶ୍ରୀମନ୍ଦିର ଭିତର ଫଟୋ ଉଠାଇଲେ ବିଦେଶିନୀ

Ratnamani Maharana

ଜଷ୍ଟିସ୍‌ ବୋବଡେଙ୍କ ନାଁରେ ମୋହର, ୧୮ରେ ନେବେ ଶପଥ

Ratnamani Maharana

୧୪ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

Ratnamani Maharana

ଅଯୋଧ୍ୟା ପାଇଁ ବଡ଼ ଯୋଜନା

Ratnamani Maharana

‘ଯେତେ ମାରିବ ହର୍ଣ୍ଣ, ଟ୍ରାଫିକରେ ସେତେ ଅଧିକ କରିବ ଅପେକ୍ଷା

Ratnamani Maharana

ଆସନ୍ତା ୨୦ରୁ ଥରାଇବ ଶୀତ, ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ

Ratnamani Maharana