SPORTS

ଆଜିଠୁ କ୍ୱାର୍ଟର ଫାଇନାଲ: ଆର୍ଜେଣ୍ଟିନା ବନାମ ଇଂଲଣ୍ଡ

ସେମି ଲକ୍ଷରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା

ବିପର୍ଯୟ ଘଟାଇବାକୁ ପ୍ରସ୍ତୁତ ଇଂଲଣ୍ଡ,ଫ୍ରାନ୍ସ

ଆଜିଠୁ ଆରମ୍ଭ ହେବ କ୍ୱାର୍ଟର ଫାଇନାଲ୍‌ । ଯିଏ ଜିତିବ ସେ ସେମି ଫାଇନାଲ୍‌ ଯିବ । ହାରିଲେ ଟୁର୍ଣ୍ଣାମେଣ୍ଟରୁ ବିଦା ହେବ । ପ୍ରଥମ କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନା-ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ । ରାତି ୭ଟାରେ ଏହି ମ୍ୟାଚ ଖେଳାଯିବ । ଲିଗ ମ୍ୟାଚରେ ଉଭୟ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ଦମଦାର ପ୍ରଦର୍ଶନ କରିଛନ୍ତି।

hockey

୨୦୧୩ ପରଠାରୁ ଭଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି। ଏଥିରୁ ଆର୍ଜେଣ୍ଟିନା ୪ଥର ବିଜୟୀ ହୋଇଥିବା ବେଳେ ଇଂଲଣ୍ଡର ବିଜୟ ଆଶା ଅଧୁରା ରହିଛି। ତେବେ ଇଂଲଣ୍ଡ ୩ଟି ମ୍ୟାଚ୍‌କୁ ଅମୀମାଂସିତ ରଖିବାରେ ସମର୍ଥ ହୋଇଛି।

ପଢନ୍ତୁ;  ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୪୫ ପ୍ରକଳ୍ପକୁ ୨୩.୭୨ କୋଟି ମଞ୍ଜୁର

Related posts

ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷରେ ବିରାଟ କୋହଲି ଓ ଜଶପ୍ରୀତ ବୁମରା

ENO Beuro

ହକି ବିଶ୍ଵକପ୍: ଆଜି ସେମି ଫାଇନାଲ

ENO Beuro

ଜାକର୍ତ୍ତା ଏସିଆଡ଼:ପ୍ରଥମ ଦିବସରେ ଭାରତକୁ ୨ ପଦକ,ବଜରଙ୍ଗଙ୍କୁ ସ୍ବର୍ଣ୍ଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More