SPORTS

ହକି ବିଶ୍ୱ କପ୍‌: କଳିଙ୍ଗରେ ଭାରତର ଗୋଲ୍ ବର୍ଷା

hockey

ବିଶାଳ ବିଜୟରୁ ଅଭିଯାନ ଆରମ୍ଭ, ଦକ୍ଷିଣ ଆଫ୍ରିକାକୁ ୫-୦ରେ ପରାସ୍ତ କଲା ଭାରତ

ହକି ବିଶ୍ୱକପ ଆରମ୍ଭରୁ ଭାରତୀୟ ହକି ଟିମ ସମସ୍ତଙ୍କର ହୃଦୟ ଜିଣିପାରିଛି । ଏକତରଫା ବିଜୟ ସହ ଦଳ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ଚତୁର ରଣନୀତି ଓ ଦଳଗତ ପ୍ରଦର୍ଶନ ବଳରେ ଭାରତୀୟ ଦଳ ଆରମ୍ଭରୁ ଗୋଲବର୍ଷା କରି ୫-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ।

hockey

ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦ ଖେଳାଳିଙ୍କର ସହ ପରିଚିତ ହେବାପରେ ମ୍ୟାଚ ଆରମ୍ଭ ହୋଇଥିଲା। ସିମରନଜିତ ସିଂ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ୧୯୭୫ ବିଶ୍ୱକପ ବିଜୟୀ ଭାରତୀୟ ଦଳର ଅଧିନାୟକ ଅଜିତ ପାଲ୍‌ ସିଂ ୫୦ ହଜାର ଟଙ୍କାର ଚେକ୍‌ ସିମରନଜିତଙ୍କୁ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ,ଭାରତ ପକ୍ଷରୁ ମନଦୀପ ସିଂହ ମ୍ୟାଚର ୧୦ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲେ। ପରେ ୧୨ ମିନିଟରେ ଆକାଶଦୀପ ସିଂହ, ୨ୟ, ୪୩ ମିନିଟରେ ସିମରନଜିତ ସିଂହ ୩ୟ, ୪୫ ମିନିଟରେ ଲଳିତ ଉପାଧ୍ୟୟ ୪ର୍ଥ ଏବଂ ୪୬ ମିନିଟରେ ସିମରନଜିତ ସିଂହ ୫ ଗୋଲ ସ୍କୋର କରିଥିଲେ। ଦଳ ପକ୍ଷରୁ ସିମରନଜିତ ସିଂହ ୨ଟି ଗୋଳ ସ୍କୋର କରିଛନ୍ତି।

ପଢନ୍ତୁ;  ଏନଡିଏମ୍ଏର 14ତମ ପ୍ରତିଷ୍ଠା ଦିବସକୁ ଉଦଘାଟନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ

Related posts

ଭାରତର ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା ଙ୍କ ନିଆରା କୃତିତ୍ଵ, ନିଜ ନାମରେ କଲେ ଖାସ ରେକର୍ଡ

ENO Beuro

ଷ୍ଟାର କନସଲ୍ଟାନ୍ସିର ବେଆଇନ ଅର୍ଥ କାରବାର ମାମଲା:ଚେସ୍ ତାରକା ପଦ୍ମିନୀଙ୍କୁ ୨ ଘଣ୍ଟା ଜେରା

ENO Beuro

ଦ୍ୱିତୀୟ ଦିନିକିଆ: ଆଜି ବିଶାଖାପାଟନାରେ ହେବେ ଭାରତ-ୱେଷ୍ଟଇଣ୍ଡିଜ୍‌ ମୁହାଁମୁହିଁ

ENO Beuro

Leave a Comment