ଆଜି ଜବରଦସ୍ତ ମୁକାବିଲା: ଭାରତ ବନାମ ନେଦରଲ୍ୟାଣ୍ଡସ୍‌

india

ଆଜି ଭାରତର ଭାଗ୍ୟ ପରୀକ୍ଷା

ହକି ବିଶ୍ଵକପର ପୁଲ ପର୍ଯ୍ୟାୟରେ ଅପରାଜେୟ ସବ୍ୟସ୍ତ ହୋଇଥିବା ଟିମ ଇଣ୍ଡିଆ ଆଜି କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ନେଦରଲ୍ୟାଣ୍ଡସ୍ କୁ ଭେଟିବ। ଭାରତ ଶେଷଥର ପାଇଁ ୧୯୭୫ ବିଶ୍ଵକପରେ ସେମି-ଫାଇନାଲ ଖେଳିଥିଲା।

india

ଟକ୍କର ଜୋରଦାର ହେବ ନିହାତି । ପୁରୁଣା ରେକର୍ଡ ଅନୁସାରେ, ନେଦରଲ୍ୟାଣ୍ଡର ପଲ୍ଲା ଭାରି ରହିଛି । ତେବେ ଗତ କିଛି ବର୍ଷ ହେବ ଭାରତ ଆଟାକିଂ ଖେଳୁଛି । ଏବେ ହୋମଗ୍ରାଉଣ୍ଡରେ ବିଶ୍ୱକପ୍‌ ଲଢ଼େଇ ଥିବାରୁ ଦର୍ଶକଙ୍କ ସମର୍ଥନ ସହ ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ଭାରତ।

ଗତକାଲି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୩-୨ ଗୋଲ୍‌ରେ ଇଂଲଣ୍ଡକୁ ପରାସ୍ତ କରି ଥିବା ବେଳେ ଅଷ୍ଟ୍ରେଲିଆ ୩-୦ରେ ଫ୍ରାନ୍ସକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଟିମ୍‌ ଡିସେମ୍ବର ୧୫ରେ ସେମିଫାଇନାଲ ମ୍ୟାଚ ଖେଳିବେ।

ପଢନ୍ତୁ; ସଂପର୍କରେ କେଉଁ ମାନେ ଅଧିକ ଧୋକା ଦେଇଥାନ୍ତି? ଜାଣନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More