SPORTS

ରିଲିଜ୍ ହେଲା ହକି ବିଶ୍ୱକପ୍ ଗୀତର ଟିଜର୍

jai hindi

ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଏ.ଆର. ରହମନ ହକି ବିଶ୍ୱକପ୍‌ର ଅଫିସିଆଲ ସଙ୍ଗ ବା ଥିମ୍‌ ସଙ୍ଗର ଟିଜର ଭିଡିଓକୁ ଟୁଇଟ୍‌ କରିଛନ୍ତି। ରବିବାର ସେ ୪୬ ସେକେଣ୍ଡର ଏହି ଗୀତର ଟିଜର ଭିଡିଓ ଟୁଇଟରରେ ଅପଲୋଡ କରିଛନ୍ତି। ଏହି ଭିଡିଓରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାଁଙ୍କୁ ଦେଖିବାକୁ ମିଳିବ। ବଲିଡଡ ଗୀତିକାର ଗୁଲଜାରଙ୍କ ସହ ସାଥି ହୋଇ ରହମନ ‘ଜୟ ହିନ୍ଦ୍‌, ଜୟ ଇଣ୍ଡିଆ’ ଶୀର୍ଷକ ଏହି ଟାଇଟଲ ଟ୍ରାକ ପ୍ରସ୍ତୁତ କରିଛନ୍ତି। ଏହି ଟିଜର ଭିଡିଓ ଟୁଇଟ୍‌ ହେବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ପ୍ରଶଂସା କରି ରହମନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

jai hindi

ସୂଚନାଯୋଗ୍ୟ, ଆସନ୍ତା ୨୭ତାରିଖରେ ହକି ଉଦଘାଟନୀ ଉତ୍ସବରେ ବଲିଉଡ ତାରକା ଶାହରୁଖ ଓ ଏ.ଆର ରହେମାନଙ୍କ ଅନ୍ୟ କଳାକାରମାନେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଦର୍ଶନ କରିବେ ।

ପଢନ୍ତୁ; ବିୟର ଫ୍ୟାକ୍ଟ୍ରି ବାତିଲ କଲେ ମୁଖ୍ୟମନ୍ତ୍ରୀ

Related posts

ପ୍ରଶାସନ ର କଡା ନିର୍ଦ୍ଦେଶ, ପଡ଼ିଆ ଭିତରକୁ ନେଇହବନି ପାଣି ବୋତଲ କି ପାଣି ପାଉଚ୍‌

ENO Beuro

ହକି ବିଶ୍ୱ କପ୍‌: କଳିଙ୍ଗରେ ଭାରତର ଗୋଲ୍ ବର୍ଷା

ENO Beuro

ସମାଲୋଚକଙ୍କୁ କୋହଲିଙ୍କ ଜବାବ: ଅନ୍ୟ ଦେଶକୁ ଭଲ ପାଉଥିବା ବ୍ୟକ୍ତି ଭାରତ ଛାଡନ୍ତୁ

ENO Beuro

Leave a Comment