SPORTS

କ୍ୱାର୍ଟରରେ ଜର୍ମାନୀ,ହାରିଲା ପାକିସ୍ତାନ

ମାଲେସିଆର ଅଭିଯାନ ଶେଷ

କଳିଙ୍ଗ ହକି ଷ୍ଟାଡିୟମରେ ଚାଲିଥିବା ବିଶ୍ଵକପର ଲିଗ ଶେଷ ହୋଇଛି। ପୁଲ-ଡି ରେ ୩ଟି ଯାକ ମ୍ୟାଚ ଜିତି ଜର୍ମାନୀ ସିଧାସଳଖ କ୍ୱାର୍ଟରରେ ସ୍ଥାନ ପକ୍କା କରିଛି। ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଜର୍ମାନୀ ୫-୩ ଗୋଲରେ ମାଲେସିଆକୁ ହରାଇଛି। ଅନ୍ୟ ମ୍ୟାଚରେ ନେଦରଲାଣ୍ଡସ ୫-୧ ଗୋଲରେ ପାକିସ୍ତାନକୁ ହରାଇ ପୁଲର ଦ୍ଵିତୀୟ ସ୍ଥାନ ହାସଲ କରିଛି।

germany

ପୁଲ ଡିର ୩ଟି ଯାକ ମ୍ୟାଚ ଜିତି ସର୍ବାଧିକ ୯ ପଏଣ୍ଟ ପାଇ ଜର୍ମାନୀ ପୁଲ ଶୀର୍ଷରେ ରହିବା ସହ ସିଧାସଳଖ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି । ଅନ୍ୟପକ୍ଷରେ ୨ୟ ସ୍ଥାନରେ ଥିବା ହଲାଣ୍ଡ ସହ ୩ୟ ସ୍ଥାନରେ ଥିବା ପାକିସ୍ତାନ କ୍ରସଓଭର ଖେଳିବାକୁ ଯୋଗ୍ୟତା ପାଇଛି । ସେହିପରି ଅନ୍ତିମ ସ୍ଥାନରେ ଥିବା ମାଲେସିୟା ମ୍ୟାଚରୁ ବିଦାୟ ନେଇଛି ।

ପଢନ୍ତୁ;  ନବୀନଙ୍କ ରାସ୍ତାରେ ରାହୁଲ,ମହିଳା ସଂରକ୍ଷଣ ବିଲକୁ କଲେ ସମର୍ଥନ

Related posts

ମୋଡ୍ରିକଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ENO Beuro

ଟିକସ ଫାଙ୍କି ମାମଲା:୨.୨କୋଟି ଡଲାର ଦେଇ ଦଣ୍ଡରୁ ବର୍ତ୍ତିଲେ ରୋନାଲ୍ଡୋ

ENO Beuro

ଡି ଭିଲିୟର୍ସଙ୍କ ରେକର୍ଡ ଭାଙ୍ଗି ଶୀର୍ଷରେ ପହଞ୍ଚିଲେ ଭାରତୀୟ ଖେଳାଳି ବିରାଟ କୋହଲି

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More