SPORTS

ଅଫିସିଆଲ ସଙ୍ଗୀତ ଭିଡିଓରେ ଶାହରୁଖ୍‍ଙ୍କୁ ଶିଖାଇଲେ ରେହମାନ

hocky

ଭୁବନେଶ୍ୱରରେ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପର ଅଫିସିଆଲ ଭିଡିଓ ପ୍ରସ୍ତୁତ ଆରମ୍ଭ ହୋଇଛି । ଜୟ ହିନ୍ଦ୍ ହିନ୍ଦ୍, ଜୟ ଇଣ୍ଡିଆ ଭିଡିଓକୁ ଜୀବନ୍ତ କରିବା ପାଇଁ ପ୍ରଥମ ଥର ବଲିଉଡ ବାଦଶାହ ଶାହାରୁଖଙ୍କୁ ନିର୍ଦ୍ଦେଶନା ଦେଇଛନ୍ତି ଏଆର ରହେମାନ୍ । ଏହି ଭିଡିଓରେ ଉଭୟ ଶାହାରୁଖ ଓ ରେହମାନଙ୍କୁ ଦେଖିବାକୁ ମିଳିବ । ଉଭୟଙ୍କ ହାତରେ ହକି ଷ୍ଟିକ୍ ରହିବ ।

hocky

ଏହି ବିଶ୍ୱକପ୍‍ର ଗୀତକୁ ରଚନା କରିଛନ୍ତି ବଲିଉଡ୍‍ର ନାମୀ ଗୀତିକାର ଗୁଲ୍‍ଜାର୍‍। ଏହି ମ୍ୟୁଜିକ୍‍ ଭିଡିଓରେ ନୂତନ ଭାରତକୁ ପ୍ରଦର୍ଶିତ କରାଯାଇଛି। ଆଉ ୪୨ ଦିନ ପରେ ପୁରୁଷ ହକି ବିଶ୍ୱକପ୍‍ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଭିଡିଓ ଓ ଗୀତ ପ୍ରତିଟି ଭାରତୀୟଙ୍କୁ ହକିକୁ ସମର୍ଥନ କରିବା ପାଇଁ ଅନୁପ୍ରାଣିତ କରିବ।

ସୂଚନାଯୋଗ୍ୟ, ନଭେମ୍ବର ୨୭ରେ ହକି ବିଶ୍ୱକପର ଉଦଘାଯନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଦୁଇ ବାଦଶାହ ଶାହାରୁଖ ଓ ଏଆର ରେହମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ।

ପଢନ୍ତୁ;ଫାଇଲିନ ଓ ହୁଡୁହୁଡୁ ଅପେକ୍ଷା ତିତଲି ନେଲା ଅଧିକ ଜୀବନ

Related posts

ବିଶ୍ବକପ୍ କ୍ରିକେଟରେ ଶିଖର ଧୱନଙ୍କ ବିକଳ୍ପ ହେବେ ରିଷଭ ପନ୍ତ

Ratnamani Moharana

୨୧ତମ ବିଶ୍ୱକପ୍‌ ଫୁଟ୍‌ବଲ୍‌ ରୁଷିଆ ରାଜଧାନୀ ମସ୍କୋରେ ଆଜି ଆରମ୍ଭ ହେବାକୁ ଯାଉଛି

ENO Beuro

ନିଦାହାସ ଟ୍ରଫି : ଆଜି ବାଂଲାଦେଶକୁ ଭେଟିବ ଭାରତ

ENO Beuro

Leave a Comment