News

ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଆଜି

Untitled 1

ଆଜି ଶ୍ରୀବିଗ୍ରହଙ୍କ ହେବ ନେତ୍ରୋତ୍ସବ ନୀତି

ଆଜି ନେତ୍ରୋତ୍ସବ । ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ୧୫ଦିନ ଧରି ଅଣସର ଘରେ ରହିବା ପରେ ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ନବଯୌବନ ଦର୍ଶନ ପୂର୍ବରୁ ମହାପ୍ରଭୁଙ୍କର ଘଣାଲାଗି କରାଯାଇଥିଲା। ନେତ୍ରୋତ୍ସବ ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  କହିଛନ୍ତି ।

୧୨ଟା ମଧ୍ୟରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ଦତ୍ତ ମହାପାତ୍ର  ସେବାୟତ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏହାପରେ ସାଢେ ୧୨ଟାରେ ମଙ୍ଗଳଆଳତୀ ଓ ମଧ୍ୟାହ୍ନ ଗୋଟାଏ ୧୫ରେ ଅବକାଶ ନୀତି ହେବ। ଅପରାହ୍ନ ୨ଟାରୁ ଟିକେଟ ଦର୍ଶନ ବା ପରମାଣିକ ଦର୍ଶନ ଆରମ୍ଭ ହେବ। ଏକଘଣ୍ଟା ଧରି ଟିକେଟଧାରୀମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସୁଯୋଗ ପାଇବେ। ଅପରାହ୍ନ ସାଢେ୩ଟାରୁ ସାଢେ ୪ଟା ଯାଏ ସର୍ବସାଧାରଣ ଦର୍ଶନ ପାଇପାରିବେ।

ପଢନ୍ତୁ: ଲୋକସଭାରେ ଉଠିଲା ସ୍ମାର୍ଟସିଟିର ଜଳବନ୍ଦୀ କଥା

Related posts

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଓ ବିଏମ୍‌ସି ପକ୍ଷରୁ ସ୍ମାର୍ଟ ସେୟାର ପାର୍କିଂ ଯୋଜନା

ENO Beuro

‘କନ୍ଦମୂଳ’ ହେଲା କୃଷି ଓଡିଶା ଲୋଗୋ

ENO Beuro

ମାଡ଼ି ଆସୁଛି ସମସ୍ୟା ; ଭାରତକୁ ଚାରିପଟୁ ଘେରିବାକୁ ଉଦ୍ୟମ ଚଳାଇଛି “ଚୀନ୍‌”

ENO Beuro

Leave a Comment