LIFESTYLE

ମୁଦି ପିନ୍ଧି ଅଙ୍ଗୁଳି କଳା ପଡୁଛି କି ? ତେବେ ଅପଣାନ୍ତୁ ଏହି ଉପାୟ

ସମସ୍ତେ ପ୍ରାୟତଃ ଅଙ୍ଗୁଳିରେ ମୁଦି ପିନ୍ଧି ଥାଆନ୍ତି । ଅଙ୍ଗୁଳିରେ ମୁଦି ପିନ୍ଧିଲେ କଳା ପଡିବା ସ୍ୱାଭାବିକ । ବେଶୀ ଖରାପ ଦେଖାଯାଏ ଯାହାର ଶରୀରର ରଙ୍ଗ ଗୋରା । ଏଇ ସବୁ କାରଣ ଅଧିକ ସମୟ ସୂର୍ଯ୍ୟକିରଣରେ ବୁଲିବା ଦ୍ୱାରା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ ମୁକ୍ତି ପାଇବାର ଉପାୟ ।

ଯଦି କଳାପଣ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ନିୟମିତ ଏମିତି କରନ୍ତୁ

ଲେମ୍ବୁ ଓ ଚିନି :-  କିଛି ଲେମ୍ବୁ ରସ ସହିତ ଗୋଟିଏ ଚାମଚ ଚିନି ମିଶେଇ ଦିଅନ୍ତୁ ଓ ଏହି ମିଶ୍ରଶକୁ ଅଙ୍ଗୁଳିରେ ମାଲିସ କରନ୍ତୁ । ଏହାକୁ ୧୫ ମିନିଟ ମାଲିସ କଲା ପରେ ଧୋଇ ଦିଅନ୍ତୁ ।

ମଲାଇ ଓ ହଳଦୀ ଗୁଣ୍ଡ :-  କିଛି ମଲାଇ ସହିତ ହଳଦୀ ଗୁଣ୍ଡ ଓ ସେଥିରେ ଟିକେ ବାଦାମ ତେଲ ଭଲ ଭାବରେ ମିଶାଇ ଅଙ୍ଗୁଳିରେ ମାଲିସ କରନ୍ତୁ । ଏହାକୁ ୧୫ ମିନିଟ ମାଲିସ କଲା ପରେ ଧୋଇ ଦିଅନ୍ତୁ ।

ଲେମ୍ବୁ :- ଲେମ୍ବୁକୁ ଅଙ୍ଗୁଳିରେ ମାଲିସ କରନ୍ତୁ । ତାପରେ ଏହା କୁ କିଛି ସମୟ ରଖି ଧୋଇ ଦିଅନ୍ତୁ ।

ପଢନ୍ତୁ ;

ଆଇପିଏଲ-୧୧ ଉଦ୍‌ଘାଟନୀ ଉତ୍ସବ : ନୃତ୍ୟ ପ୍ରଦର୍ଶନ କରିବେ ରଣବୀର, ଜ୍ୟାକଲିନ୍‌, ବରୁଣ ଓ ପରିଣିତି

Related posts

ମନକୁ ସ୍ଥିର ତଥା ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ

ENO Beuro

ସୁନା କିଣିଲା ବେଳେ କେଉଁସବୁ ଦିଗ ପ୍ରତି ସାବଧାନ ରହିବେ ଜାଣନ୍ତୁ?

ENO Beuro

ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଉପକାରିତା ,ଆସନ୍ତୁ ଜାଣିବା

ENO Beuro

Leave a Comment