LIFESTYLE

ଜଣ୍ଡିସ ରୋଗ ଦୂର କରିବା ପାଇଁ କେଉଁ ଜୁସ ପିଇବା ଶରୀର ପାଇଁ ଲାଭଦାୟକ ଜାଣନ୍ତୁ ?

ଜଣ୍ଡିସ ଏକ ସାଧାରଣ ରୋଗ । ମାତ୍ର ଠିକ୍ ସମୟରେ ଏହାର ଚିକିତ୍ସା ନ କଲେ ଏହା ମାରାତ୍ମକ ରୋଗରେ ପରିଣତ ହୋଇଥାଏ । ଏହି ରୋଗ ଶରୀରରେ ପିତ ରସ ଏବଂ ବିଲିରୁବିନର ମାତ୍ରା ଅଧିକ ହେବା ଯୋଗୁଁ ଦେଖାଦେଇଥାଏ । ଏହାଦ୍ୱାରା ଶରୀରରେ ଯକୃତ ଦୁର୍ବଳ ହୋଇପଡେ । ଆଜି ଆମେ ଆପଣଙ୍କୁ ଜଣ୍ଡିସ ରୋଗରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ।

ଏହି ସବୁ ଜୁସ୍ ପିଅନ୍ତୁ :-

  • ମୂଳା ଜୁସ୍ ପ୍ରତିଦିନ ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ଜଣ୍ଡିସ ରୋଗ ଖୁବ୍ ଶୀଘ୍ର ଭଲ ହୋଇଯାଏ ।
  •  ଜଣ୍ଡିସ ରୋଗୀଙ୍କ ପାଇଁ କଞ୍ଚାଭଣ୍ଡା ଖୁବ୍ ଉପକାରୀ ହୋଇଥାଏ । ଚାହିଁଲେ ଆପଣ ଏହାକୁ ଜୁସ୍ କିମ୍ବା ସିଝାଇ ଖାଇପାରିବେ ।
  • ଯଦି ଆପଣଙ୍କୁ ଜଣ୍ଡିସ ରୋଗ ହୋଇଛି ତେବେ ଡେରିନକରି ଯଥା ଶୀଘ୍ର ଟମାଟର ରସ ପିଅନ୍ତୁ । ଏହାଦ୍ୱାରା ଜଣ୍ଡିସ ରୋଗ ଭଲ ହୋଇ ଯାଇଥାଏ।
  • ନିୟମିତ ଅଁଳା ଜୁସ୍ ପିଅନ୍ତୁ । ଏହାଦ୍ୱାରା ଜଣ୍ଡିସ ଦୂର ହୋଇଥାଏ ।
  • ଆଖୁ ରସ ପିଇବା ଦ୍ୱାରା ବହୁତ ଶୀଘ୍ର ଜଣ୍ଡିସ ଭଲ ହୋଇଯାଇଥାଏ ।

ପଢନ୍ତୁ ;

ପ୍ରଥମ ଦିନରେ ସାଉଥ୍ ସୁପର ଷ୍ଟାର ମହେଶ ବାବୁଙ୍କ ଫିଲ୍ମ ଭାଙ୍ଗିଲା ରେର୍କଡ

Related posts

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ଉପାୟ

ENO Beuro

ଆପଣ ଜାଣିଛନ୍ତି କି? ଶୋଇବା ବେଳେ ବାମ କଡ଼ ଲେଉଟାଇ ଶୋଇଲେ କଣ ଲାଭ ମିଳିଥାଏ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଆପଣ ବି ମଦ୍ୟପାନ କରୁଛନ୍ତି କି ? ସାବଧାନ! ହୋଇପାରେ ଚର୍ମ କର୍କଟ

ENO Beuro

Leave a Comment