LIFESTYLE

ପତଳା କେଶ ପାଇଁ ଚିନ୍ତିତ କି? ଜାଣନ୍ତୁ ଘନ ଓ କଳା କେଶର ରହସ୍ୟ

ପତଳା କେଶ ପାଇଁ ଚିନ୍ତିତ କି , ଜାଣନ୍ତୁ ଘନ ଓ କଳା କେଶର ରହସ୍ୟ

ଘନ  ଓ ସୁନ୍ଦର କେଶ ପାଇବା ପାଇଁ କିଏ ବା ନ ନଚାହେଁ । ଘନ ଓ କଳା କେଶ  ସୁନ୍ଦରତାକୁ ମଧ୍ୟ ବଢ଼ାଏ । ଅନ୍ୟପଟେ ରୁକ୍ଷ ଓ ପତଳା କେଶ ଆପଣଙ୍କ ଲୁକକୁ ଖରାପ କରିଦିଏ ଓ ଲଜ୍ଜ୍ୟା ରା କାରଣ ପାଲଟେ । ଆଜିକାଲି ପତଳା କେଶ ଏକ ବଡ ସମସ୍ୟା ପାଲଟିଲାଣି ।

ଅନେକ କାରଣ ଅଛି ଯାହା କେଶ ପଳତା ହେବା ପାଇଁ ଦାୟୀ । ଭିଟାମିନର ମାତ୍ରା କମ୍, କେଶର ଉପଯୁକ୍ତ ଧ୍ୟାନ ନଦେବା, ଷ୍ଟାଇଲ ପାଇଁ ବିଭିନ୍ନ ପ୍ରସାଧାନ ବ୍ୟବହାର କରିବା ଓ ପ୍ରଦୂଷିତ ବାୟୁ ସଂସ୍ପର୍ଷରେ ଆସିବା  କେଶ ପତଳା ହେବାର ମୁଖ୍ୟ କାରଣ । ଗରୁତ୍ୱପୂର୍ଣ୍ଣ କଥା ହେଲା ଏପରି ସମସ୍ୟା ଥିଲେ ଖୁବ ଶୀଘ୍ର ଉପଚାର କରିବା ମଧ୍ୟ ଜରୁରୀ ।ସବୁଠାରୁ ଭଲ କଥା ହେଲା ଏଥିପାଇଁ ପ୍ରାକୃତିକ ଉପଚାର ଅଧିକ ଗୁଣକାରୀ ଓ ଲାଭଦାୟକ ।

ଆସନ୍ତୁ ଜାଣିବା କେତୋଟି ପ୍ରାକୃତିକ ଉପଚାର :-

୧-ମେଥି କେଶ ପାଇଁ ବୃଦ୍ଧି କରିବାରେ ସହୟକ ହୋଇଥାଏ । ଏହା କେଶକୁ ଘନ କରିବାରେ ମଧ୍ୟ ସାହାଯ୍ୟ କରେ । ମୁଠାଏ ମେଥି ନେଇ ଏକ ପାତ୍ରରେ ଭିଜାଇ ରଖନ୍ତୁ । ୫-୬ ଘଣ୍ଟା ପରେ ଏହାକୁ ବାଟି ଦିଅନ୍ତୁ । ଏହି ପେଷ୍ଟକୁ ତ୍ୱଚାରେ ଲଗାନ୍ତୁ ଏବଂ ଏକ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ପରେ ଅଳ୍ପ ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ ।

hair

୨- ଘିଅକୁଆଁରୀ – ଘିଅକୁଆଁରୀ ଏକ ଔଷଧୀୟ ବୃକ୍ଷ । ଘିଅକୁଆଁରୀର ଔଷଧୀୟ ଗୁଣ ଅପାଣଙ୍କ କେଶକୁ ଘନ କରିବାରେ ସାହଯ୍ୟ କରେ । ଏହି ଜେଲକୁ କେଶ ମୂଳେ ଲଗାନ୍ତୁ ଓ ଅଧା ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି  ଦିଅନ୍ତୁ । ତା’ପରେ ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ । ପତଳା କେଶ ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହି ଉପଚାର ଆପଣାନ୍ତୁ ।

୩-ଅଣ୍ଡାର ଧଳା ଅଂଶରେ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ମହଜୁଦ ଥାଏ । ଯାହା କେଶକୁ ଘନ କରେ ଏବଂ କେଶ ବୃଦ୍ଧି କରିରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଅଣ୍ଡାର ଧଳା ଅଂଶକୁ ନେଇ ମୁଣ୍ଡରେ ଲଗାନ୍ତୁ ଏବଂ ଏକ ରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ପରେ ଅଳ୍ପ ଉଷୁମ ପାଣିରେ ସାମ୍ପୋ କରନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣ ଫରକ ଅନୁଭବ କରିପାରିବେ ।

ପଢନ୍ତୁ, ଏବେ ଥମିଲା ଆନ୍ଦୋଳନ, ଜିଆରଏସ୍‌ କର୍ମଚାରୀଙ୍କ ଦରମା ବଢାଇଲେ ରାଜ୍ୟ ସରକାର

Related posts

ଏହି ସବୁ ସଙ୍କେତ ମିଳିଲେ ଜାଣିବେ ନିଶ୍ଚିତ ଭାବରେ ଧନପ୍ରାପ୍ତିର ଯୋଗ ରହିଛି

ENO Beuro

ଆପଣଙ୍କ ପେଟରେ ଦାଗ ପଡିଛି କି ?ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ

ENO Beuro

ମୂଲ୍ୟବାନ ପ୍ରସାଧନ ସମାଗ୍ରୀକୁ ଛାଡନ୍ତୁ, ତ୍ଵଚାରେ ଚମକ ଆଣିବା ପାଇଁ ଯାଣନ୍ତୁ କିଛି ସହଜ ଯୋଗାସନ

ENO Beuro

Leave a Comment