EnewsOdia.Com

ରକ୍ତପାତ ରୋକିବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ବେଳେ ବେଳେ ଘରେ ପରିବା କାଟିବା ବେଳେ ହାତ କଟି ଯାଇଥାଏ । ସେହି କଟା ସ୍ଥାନରୁ ରକ୍ତ ଜୋରରେ ବୋହିଥାଏ । ଏହାସହିତ ରକ୍ତ ବନ୍ଦ ହେବାର ନାମ ନିଏନି । ଯେଉଁଥି ପାଇଁ ଡାକ୍ତରଖାନା ଯିବାକୁ ପଡିଥାଏ,ମାତ୍ର ଡାକ୍ତରଖାନା ଯିବା ପୂର୍ବରୁ ରକ୍ତ ବୋହିବା ବନ୍ଦ ହେବା ନିହାତି ଜରୁରୀ । ସେଥିପାଇଁ ଆପଣ ଘରେ ଥିବା ଜିନିଷକୁ ବ୍ୟବହାର କରିପାରିବେ । ଏହାଦ୍ୱାରା କେବଳ ରକ୍ତ ବୋହିବା ବନ୍ଦ ହୋଇଯାଏ ତାହା ନୁହେଁ ବରଂ କ୍ଷତ ସ୍ଥାନ ବି ବହୁତ ଶୀଘ୍ର ଶୁଖିଯାଏ ।

୧)  ଯଦି ଆପଣଙ୍କ ହାତ କଟି ଯାଇଛି ଏବଂ ରକ୍ତ ବନ୍ଦ ହେଉନି ତେବେ ହଳଦୀକୁ ଘା’ ଉପରେ ଲଗାଇ ଦିଅନ୍ତ । ତୁରନ୍ତ ରକ୍ତ ବୋହିବା ବନ୍ଦ ହୋଇଯିବ । ସବୁଠାରୁ ବଡ କଥା ହେଉଛି ଆଣ୍ଟିସେପ୍ଟିକ୍ ଭଳି କାମ କରେ ହଳଦୀ ।
୨)  ସେହିପରି ଯଦି ଛୋଟ ପିଲାମାନେ ପଡି ଯାଉଛନ୍ତି ଏବଂ ତାଙ୍କ ହାତ ଓ ଗୋଡରେ ଆଘାତ ଲାଗୁଛି ତେବେ ସେହି ସ୍ଥାନରେ ଚିନି ଲଗାଇ ଦିଅନ୍ତୁ ତୁରନ୍ତ ରକ୍ତ ବୋହିବା ବନ୍ଦ ହୋଇଯିବ । କିନ୍ତୁ ଗୋଟେ କଥା ଧ୍ୟାନ ରଖିଥିବେ ଆଘାତ ଲାଗିଥିବା ସ୍ଥାନରେ ଚିନି ଲଗାଇବାର ୧୦ ରୁ ୧୫ ମିନିଟ୍ ଭିତରେ ସେହି ସ୍ଥାନକୁ ଯେପରି ଧୋଇବାକୁ ନଭୁଲନ୍ତି ।
୩)  ମହୁ କେବଳ ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ନିବାରଣ କରେ ତାହା ନୁହେଁ ବରଂ ରକ୍ତପାତକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ । ମହୁର ଆଣ୍ଟିବ୍ୟାକ୍ଟରିଆଲ ଗୁଣ ଘା’କୁ କୌଣସି ସଂକ୍ରମଣରୁ ରକ୍ଷା କରିଥାଏ ।

ପଢନ୍ତୁ: ଏହି ସବୁ ରୋଗରୁ ରକ୍ଷା କରିବ ମାଛ

ସମ୍ବନ୍ଧିତ ଖବର

ଜାଣନ୍ତୁ କାନ୍ଦିବା ଦେହ ପାଇଁ ଭଲ ନା ଖରାପ

Ratnamani Maharana

ଅନେକ ରୋଗର ମହୋଷଧୀ ଏହି ଗଛର ପତ୍ର

Ratnamani Maharana

ଫୁଡ୍ ପଏଜନିଂ ହୋଇଥିଲେ କରନ୍ତୁ ଘରୋଇ ଉପାୟରେ ଚିକିତ୍ସା; ଜାଣନ୍ତୁ କିପରି

Ratnamani Maharana

ଅନିଦ୍ରା ସମସ୍ୟାକୁ ନାଶ କରେ ଏହି ଫଳ

Ratnamani Maharana

ମହିଳା ମାନେ ହାତରେ ଚୁଡି ପିନ୍ଧିବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା

Ratnamani Maharana

ଗ୍ରିନ୍ କଫି ସାହାର୍ଯ୍ୟରେ କମାନ୍ତୁ ଓଜନ, ଜାଣନ୍ତୁ କିପରି

Ratnamani Maharana