Featured

ଯାଣନ୍ତୁ କମଳାର ଉପକାରୀତା – ସୁନ୍ଦର ଓ ଉଜ୍ୱଳ ତ୍ୱଚା ପାଇଁ କମଳା ର ଘରୋଇ ଉପଚାର

ୱଚାକୁ ମୁଲାୟମ ରଖିବା ପାଇଁ ମହିଳା ମାନେ ବହୁ ପ୍ରସାଧନ ସାମଗ୍ରୀ ର ବ୍ୟବହାର, ପାର୍ଲର ଯିବା ସହ ବିଭିନ୍ନ ଘରୋଇ ଉପଚାର କରିଥାନ୍ତି । ତେବେ ଘରୋଇ ଉପଚାର ସମୟରେ କମଳାକୁ ସାମିଲ୍ କରନ୍ତୁ । କାରଣ ସୁନ୍ଦର ଓ ଉଜ୍ୱଳ ତ୍ୱଚା କମଳା ବହୁତ ଉପକାରୀ । ଏହା ଦ୍ଵାରା ଆପଣଙ୍କ ତ୍ଵଚା ରେ କୌଣସି ପ୍ରକାର ର କୁଣ୍ଡିଆ କିମ୍ବା ଆଲରଜି ହେଇନଥାଏ । ଯାଣନ୍ତୁ କମଳାର ଉପକାରୀତା – ସୁନ୍ଦର ଓ ଉଜ୍ୱଳ ତ୍ୱଚା ପାଇଁ କମଲା ରେ ଘରୋଇ ଉପଚାର ।

– କମଳା ରସକୁ ମୁହଁରେ ଲଗାଇ ୨-୩ ମିନିଟ୍ ପର୍ୟ୍ୟନ୍ତ ରଖିବା ପରେ ଧୋଇ ଦିଅନ୍ତୁ । ଏପରି କଲେ ମୁହଁରେ ଚମକ ଆସିଥାଏ ।

– କମଳା ଚୋପାକୁ ଶୁଖାଇ ଗୁଣ୍ଡ କରନ୍ତୁ । ଏଥିରେ କ୍ଷୀର ଓ ଦହି ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଓ ଦାଗ ଦୂର ହେବା ସହ ମୁହଁକୁ ପ୍ରାକୃତିକ ଉପାୟରେ ବ୍ଲିଚ୍ କରିଥାଏ ।

– କମଳା ଚୋପାରେ ଥିବା ସାଇଟ୍ରିକ୍ ଏସିଡ୍ ବ୍ରଣ ଦୂର କରିବାରେ ସାହାଯ୍ୟ କରିଥାଏ ।

– କମଳା ଚୋପାକୁ ଗୁଣ୍ଡକୁ ସ୍କ୍ରବ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ । ଦହିରେ ମିଶାଇ ଲଗାଇଲେ ଟ୍ୟାନ୍ ଦୂର ହେବା ସହ ମୁହଁ ପୂର୍ବାପେକ୍ଷା ଅଧିକ ଉଜ୍ଜଳ ଦେଖା ଯାଇଥାଏ । କମଳା ଚୋପାରେ ମହୁ ମଧ୍ୟ ମିଶାଇ ମୁହଁରେ ଲଗାଇ ପାରିବେ ।

– କମଳା ପ୍ରଚୁର ପରିମାଣର ଭିଟାମିନ୍ –ସି ରହିଛି । ଯାହକି ତ୍ୱଚାରେ କୋଲୋଜେନର ମାତ୍ରା ବଢାଇଥାଏ । ତେଣୁ ଏହାକୁ ମୁହଁରେ ଲଗାଇବା ସହ ପ୍ରତିଦିନ ଖାଦ୍ୟ ତାଲିକାରେ ଗୋଟିଏ କମଳା ସାମିଲ୍ କଲେ ତ୍ୱଚା ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ ।

ଯାଣନ୍ତୁ କମଳାର ଉପକାରୀତା - ସୁନ୍ଦର ଓ ଉଜ୍ୱଳ ତ୍ୱଚା ପାଇଁ କମଲା ରେ ଘରୋଇ ଉପଚାର

କଞ୍ଚା ରଶୁଣ ର ଉପକାରିତା ବିଷୟରେ ଯାଣତୁ

Related posts

ଆପଣ ବିନା ମୋଜା ରେ ଜୋତା ପିନ୍ଧନ୍ତି କି ?ଏହା ଶରୀର ପାଇଁ କ୍ଷତିକାରକ, ଜାଣିରଖନ୍ତୁ କାରଣ କ’ଣ

ENO Beuro

ମୁକେଶ ଅମ୍ବାନିଙ୍କ ବୋହୁ ହେବେ ଶ୍ଳୋକ ମେହେଟ୍ଟା

ENO Beuro

ବିଶ୍ୱ ମାତୃ ଦିବସ:ମା’ପାଇଁ ଦିନଟିଏ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More