LIFESTYLE

ଘରୋଇ ଉପାୟରେ ଆପଣାନ୍ତୁ ଆଖି ତଳୁ କଳା ଦାଗ ଦୂର କରିବା ପାଇଁ ମୁଲତାନ ମିଟି

ମୁହଁର ସୌନ୍ଦର୍ଯ୍ୟତା ବୃଦ୍ଧି କରିବାରେ ଅଧିକ ଆକର୍ଷିତ କରିଥାଏ ଆପଣଙ୍କ ଆଖି । କିନ୍ତୁ ଯଦି ଆଖି ତଳ କଳା ପଡିଯାଏ ତେବେ ସଂପୁର୍ଣ୍ଣ ମୁହଁ ଝାଉଁଳି ଯାଏ । ତେବେ ଆପଣ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ମୁହଁଟି ଅସୁନ୍ଦର ଦେଖାଯାଏ । ତେବେ ଆଜି ଆମେ ଆପଣକୁ ଏଭଳି କିଛି ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ । ଆଖି ତଳୁ କଳା ଦାଗ ଦୂର କରିବା ପାଇଁ  ମୁଲତାନ ମିଟି । ଆପଣଙ୍କ କଳା ଦାଗ ଦୂର ହୋଇଯିବ ।

ମୁଲତାନ ମିଟି ଉପକାରିତା :-

  • କଳା ଦାଗ ଦୁର କରିବା ପାଇଁ ଦହି ଏବଂ ମୂଲତାନୀ ମିଟିର ମିଶ୍ରଣ ରାମବାଣ ସଦୃଶ କାମ କରିଥାଏ ।
  • ମୂଲତାନୀ ମିଟିରେ ଗ୍ଲିସେରିନ ଏବଂ ବାଦାମ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବଂ ସେହି ପେଷ୍ଟକୁ ଆଖି ତଳେ ଲଗାଇ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହା ଶୁଖିଗଲା ପରେ ଖାଲି ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଆଖିକୁ ଆରମ ମିଳିଥାଏ ।
  • ଖିରରେ ପୋଷଣ ଗୁଣ ରହିଥିବାରୁ ଏଥିରେ ମୂଲତାନୀ ମିଟି ମିଶାଇ ଲଗାଇଲେ ଖୁବ୍ ଶୀଘ୍ର କଳା ଦାଗ ଦୂର ହୋଇଥାଏ ।
  • ମୂଲତାନୀ ମିଟିରେ ଲେମ୍ବୁ ରସ ମିଶାଇ ଆଖି ତଳେ ଲଗାଇବା ଦ୍ୱାରା କଳାଦାଗ ଦୂର ହୋଇଥାଏ ।
  • ମୂଲତାନୀ ମିଟିରେ କାକୁଡି ରସ ମିଶାଇ ଲଗାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏହା ଆଖିକୁ ଥଣ୍ଡା କରିବା ସହ କଳା ଦାଗ ଦୂର କରିଥାଏ।

ଘରୋଇ ଉପାୟରେ ଆପଣାନ୍ତୁ ଆଖି ତଳୁ କଳା ଦାଗ ଦୂର କରିବା ପାଇଁ ମୁଲତାନ ମିଟି face pack

ପଢନ୍ତୁ ;

ସଞ୍ଜୟ ଲିଲା ଭସାଂଲୀଙ୍କ ଆଗାମୀ ସିନେମାରେ ନଜର ଆସିବେ ଏହି ଯୋଡି ।

Related posts

ମସଲା ଭାବରେ ବ୍ୟବହୃତ ହେଉଥିବା ଗୋଲମରିଚରେ ରହିଛି ଅନେକ ଔଷଧିୟ ଗୁଣ! ଜାଣି ରଖନ୍ତୁ ସେ ସମ୍ପର୍କରେ

Krishna Kumar Manoj

ଆପଣ ଜାଣନ୍ତି କି? ଖାଲି ପେଟରେ ରସୁଣ ଖାଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Krishna Kumar Manoj

ଥକ୍କାପଣକୁ ଅଣଦେଖା କରନ୍ତୁ ନାହିଁ? ନଚେତ୍ ହୋଇପାରେ ଏହିସବୁ ସମସ୍ୟା!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More