LIFESTYLE

ଅଳ୍ପ ବୟସରୁ ଆପଣଙ୍କ କେଶ ଧଳା ହୋଇଯାଉଛି କି? ତେବେ କେଶକୁ କଳା ରଖିବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲି ମାନସିକ ବିଷାଦ ଓ ବିଭିନ୍ନ ପ୍ରକାର ଔଷଧ ଖାଇବା କାରଣରୁ ଅଳ୍ପ ବୟସରୁ ହିଁ ଅନେକ ଲୋକଙ୍କର କେଶ ଧଳା ହୋଇଯାଉଛି । କେଶ ଧଳା ହେବାରୁ ରକ୍ଷା ପାଇବା ପାଇଁ ଲୋକାମାନେ ବିଭିନ୍ନ ପ୍ରକାରର ରସାୟନ ସାମଗ୍ରୀର ବ୍ୟବହାର କରନ୍ତି । ଯାହାଦ୍ୱାରା କେଶ ଆଉ ଅଧିକ ଧଳା ହୋଇଯାଏ ।

କେଶକୁ କଳା କରିବା ପାଇଁ ଆମେ ଅପାଣଙ୍କୁ ଜଣାଇବୁ କିଛି ଘରୋଇ ଉପଚାର, ଯାହା ଆପଣ ଘରେ ବସି ବସି କରିପାରିବେ –

  • କେଶକୁ କଳା କରିବା ପାଇଁ ଦହି ଏକ ବହୁତ ଗୁଣର ଜିିନିଷ । ଏଥିପାଇଁ ଦହି ସହ ଏକ ଟମାଟୋକୁ ଏକାଠି ବାଟି ନିଅନ୍ତୁ । ଏହି ମିଶ୍ରଣରେ କିଛି ଲେମ୍ବୁରସ ଓ ନୀଳଗିରି ତେଲ ମିଶାନ୍ତୁ । ଏହି ମିଶ୍ରଶକୁ କେଶରେ ସପ୍ତାହରେ ୨ ଥର ମାଲିସ କରନ୍ତୁ । ଏପରି କରିବା ଦ୍ୱାରା କେଶ କଳା ହେବା ସହ ଘନ ମଧ୍ୟ ହୋଇଥାଏ।
  • ଅଧା କପ ନଡିଆ ତେଲକୁ ହାଲୁକା ଗରମ କରନ୍ତୁ । ଏଥରେ ୪ ଗ୍ରାମ କର୍ପୁର ମିଶାନ୍ତୁ । ଯେତେବେଳେ କର୍ପୁର ପୁରାପୁରି ମିଶିଯିବ ଏହି ତେଲକୁ କେଶରେ ମାଲିସ ସପ୍ତାହରେ ଥରେ କରନ୍ତୁ ।ଦେଖିବେ ଆପଣଙ୍କ କେଶ କଳା ହେବାକୁ ଲାଗିବା।
  • ୧୨ ରୁ ୧୪ ଟି ଶୁଖା ଅଁଳାକୁ ଏକ ଲିଟର ପାଣିରେ ଶିଝାନ୍ତୁ । ପାଣି ଅଧା ହୋଇ ଆସିବା ପର୍ଯ୍ୟନ୍ତ ଏହାକୁ ସିଝାନ୍ତୁ । ଏଥିରେ ମେହେନ୍ଦି ଓ ଲେମ୍ବୁ ରସ ମିଶାଇ କେଶରେ ଲଗାନ୍ତୁ । କୁହାଯାଏ ଏହି ମିଶ୍ରଣକୁ ଲଗାଇବା ଦ୍ୱାରା ଅସମୟରେ କେଶ ଧଳା ହେବା ବନ୍ଦ ହୋଇଯିବ।
  • ଲାଉକୁ ଶୁଖାଇ ନଡିଆ ତେଲରେ ମିଶାଇ ଫୁଟାଂନ୍ତୁ । ଏହି ତେଲକୁ ଛାଣି ବୋତଲରେ ରଖନ୍ତୁ । ଏହି ତେଲର ମାଲଇି କରିବା ଦ୍ୱାରା କେଶ କଳା ହୁଏ।

ଅଳ୍ପ ବୟସରୁ ଆପଣଙ୍କ କେଶ ଧଳା ହୋଇଯାଉଛି କି? ତେବେ କେଶକୁ କଳା ରଖିବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର white hair

ପଢନ୍ତୁ ;

ଜମ୍ମୁ କାଶ୍ମୀର : ପାକିସ୍ତାନୀ ଗୁଳିରେ ୩ ଜଣ ଯବାନ ସହିଦ ଏବଂ ୨ଜଣ ଗୁରୁତର ଆହତ

Related posts

ଖରାଦିନେ କେଉଁ ସବୁ ପରିବାଠୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ଜାଣନ୍ତୁ? 

ENO Beuro

ଆସନ୍ତୁ ଜାଣନ୍ତୁ ମୁଳାପତ୍ର ଶରୀର ପାଇଁ କେତେ ଉପଯୋଗୀ ?

ENO Beuro

ହଜମ କ୍ରିୟା ଓ ମଳକଣ୍ଟକରୁ ରକ୍ଷା ପାଇବା ପାଇଁ ଜାଣନ୍ତୁ ଏକ ସହଜ ଯୋଗାସନ ବିଷୟରେ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More