LIFESTYLE

ମୁହଁରେ ଉଠୁଥିବା ଅନାବଶ୍ୟକୀୟ କେଶ ରୁ ମୁକ୍ତି ପାଇଁ କେତେକ ଘରୋଇ ଉପାୟ

ମୁହଁରେ ଉଠୁଥିବା ଅନାବଶ୍ୟକୀୟ କେଶ ରୁ ମୁକ୍ତି ପାଇଁ କେତେକ ଘରୋଇ ଉପାୟ

ସାଧାରଣତଃ ଆଜିକାଲି ଝିଅମାନେ ସେମାନଙ୍କର ମୁହଁକୁ ନେଇ ବିଶେଷ ସତର୍କ ରହୁଛନ୍ତି । ବିଭିର୍ଣ୍ଣ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର ସହ ବହୁ ସମୟ ପାରଲରରେ ବିତାଉଛନ୍ତି । ମୁହଁ ର ବଡ ସମସ୍ୟା ମଧ୍ୟରୁ, ମୁହଁରେ ଉଠୁଥିବା ଅନାବଶ୍ୟକୀୟ  କେଶ ଏକ ବିରାଟ ସମସ୍ୟା ।

ତେବେ ଏଥିରୁ ମୁକ୍ତି ପାଇବା ପାଇଁ କେତେକ ଘରୋଇ ଉପାୟ ବିଷୟରେ ଜାଣନ୍ତୁ। ଯାହା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହେବ।

  • ଏକ ଚାମଚ କନଫ୍ଲୋର ସହ ଟିପେ ହଳଦୀ ଓ ଅଳ୍ପ ପାଣି ଦେଇ ଗରମ କରନ୍ତୁ । ଏହା ବହଳିଆ ହେଇଆସିଲେ ଥଣ୍ଡା କରି ମୁହଁରେ ଲଗାନ୍ତୁ ଓ ଶୁଖିଗଲେ ଆସ୍ତେ ଆସ୍ତେ କରି ଉଠାନ୍ତୁ । ଏହାଦ୍ଵାରା ମୁହଁର କେଶ ସମସ୍ୟା କମ ହେବା ସହ ତ୍ଵଚାରେ ଉଜ୍ଜଳତା ଆସେ ।
  • ଗୋଟେ କପ ଚିନିରେ କିଛି ପାଣି ଓ ଫାଳେ ଲେମ୍ବୁର ରସ ଦେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ଏହାକୁ ଗରମ କରନ୍ତୁ । ଅଠାଳିଆ ହେଇଆସିଲେ ଥଣ୍ଡାକରି ଚେହେରାରେ ଲଗାନ୍ତୁ ଓ ଆସ୍ତେ ଆସ୍ତେ ଉଠାନ୍ତୁ । ଏହାଦ୍ଵାରା ମଧ୍ୟ ଅନାବଶ୍ୟକ କେଶରୁ ରକ୍ଷା ପାଇହେବ ।
  • କିଛି ମସୁର ଡାଲିକୁ ବତୁରାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ସେଥିରେ ଗୋଲାପ ଜଳ ଓ ମହୁ ମିଶାଇ ମୁହଁରେ ଲଗାନ୍ତୁ। ଶୁଖିଗଲାପରେ ଧୋଇଦିଅନ୍ତୁ ।

ମୁହଁରେ ଉଠୁଥିବା ଅନାବଶ୍ୟକୀୟ କେଶରୁ ମୁକ୍ତି ପାଇଁ କେତେକ ଘରୋଇ ଉପାୟ

ପଢନ୍ତୁ;ପାଚିଲା କଦଳୀର ଉପକାରିତା ବିଷୟରେ ଜାଣନ୍ତୁ

Related posts

ନିଜକୁ ଫିଟ୍‌ ରଖିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ? ନଚେତ୍ ହୋଇପାରେ ଅନେକ ସମସ୍ୟା

ENO Beuro

ମହିଳାମାନଙ୍କୁ କେବେ ନିଜଠାରୁ ଅଲଗା କରନ୍ତୁ ନାହିଁ,ଆସନ୍ତୁ ଜାଣିବା ମହିଳାମାନଙ୍କ ବିଷୟରେ ଏହି ୭ଟି ଗୁଣ

ENO Beuro

1 comment

Leave a Comment