LIFESTYLE

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆସନ୍ତୁ ଜାଣିବା କଦଳୀରେ କିପରି କରିବେ ଫେସିଆଲ ପ୍ୟାକ୍

କଦଳୀରେ ଘରୋଇ ଉପାୟରେ ଫେସିଆଲ ପ୍ୟାକ୍ ପ୍ରସ୍ତୁତି

ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ତଥା ସେଥିରେ କୋଚାପଣ ନ ଆସିବା ପାଇଁ ସମସ୍ତେ କେତେକ କଣ କସ୍ମେଟିକ୍ ବ୍ୟବହାର କରିଥାନ୍ତି । ଏପରିକି କସ୍ମେଟିକ୍ ସର୍ଜର ମଧ୍ୟ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଆଜିକାଲି ତ ବ୍ୟୁଟିପାର୍ଲର ମାନଙ୍କରେ ମୁଖମୁଣ୍ଡଳରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଫୁଡ୍ ଫେସିଆଲର ପ୍ରଚଳନ ହେଉଛି। ଏଥିରେ ବିଶେଷ କରି କଦଳୀ ଓ ଅମୃତଭଣ୍ଡା ଫେସିଆଲ ପ୍ୟାକ୍ ବ୍ୟବହୃତ କରାଯାଉଛି। ଏହାକୁ ଅାମେ ଘରେ ମଧ୍ୟ ପ୍ରସ୍ତୁତ କରି ପାରିବା । ଆସନ୍ତୁ ଜାଣିବା କଦଳୀକୁ  କିପରି ଆମେ ଘରୋଇ ଉପୋଯାଗୀ କରି ଚେହେରାକୁ ସୁନ୍ଦର କରିପାରିବା ।

ପ୍ରଥମେ କଦଳୀଙ୍କୁ ପେଷ୍ଟ କରି ରଖନ୍ତୁ । ସେଥିରେ ଏକ ଚାମଚ୍ ମହୁ ମିଶାନ୍ତୁ । ଭଲ କରି ମିଶାଇ ଚେହେରାରେ ଓ ବେକରେ ଲଗାନ୍ତୁ । ତାପରେ ୧୫ ମିନିଟ୍ ରଖନ୍ତୁ  । ଏହାପରେ ଟିସୁ ପେପରେ ପୋଛିବା ପରେ ଉସୁମ ପାଣିରେ ଧୋଇଦିଅନ୍ତୁ ।

ଅଲମଣ୍ଡ ଏବଂ ନଡିଆ ତେଲ ମିଶାଇ ଲଗାଇଲେ  ମୁହଁରେ ଗାର ପଡିବନି  ବା ଚମଡା କୋଚା ହେବନି । ଏହାକୁ ହାତରେ ମାଲିସ୍ କଲେ ହାତ ମଧ୍ୟ ଗାର ପଡିନଥାଏ । ଏହା ସହିତ କଦଳୀ ଖାଇଲେ ମଧ୍ୟ ଆପଣ ବହୁ ଉପକୃତ ହେବେ କଦଳୀରେ ଅଧିକ ପରିମାଣ ରହିଛି ଫାଇଭାର । ଏହା ସହିତ ଦଃଶ୍ଚିନ୍ତା ଦୂର କରେ  ।

ପଢନ୍ତୁ ;

ଶିବରାତ୍ରି ଦିନ ଘରେ କିମ୍ବା ଦୋକାନରେ କରନ୍ତୁ ଏହି ୫ଟି କାମ , ଦୂର ହୋଇପାରେ ଆପଣଙ୍କ ଅସୁବିଧା

Related posts

ହାତ ମୁଠା କରିବାର ଢଙ୍ଗ ଆପଣଙ୍କ ବ୍ୟକ୍ତିତ୍ଵର ପରିଚୟ କିପରି ଦିଏ ଜାଣନ୍ତୁ

ENO Beuro

କ’ଣ କଲେ ଆପଣଙ୍କୁ ରାତିରେ ସୁ-ନିଦ୍ରା ହେବ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ପେଟଜନୀତ ସମସ୍ତ ସମସ୍ୟା ଦୂର କରିଥାଏ ମହୁ ଏବଂ ରସୁଣ! ଏହାକୁ ମିଶ୍ରଣ କରି ଖାଇଲେ କଣ ଲାଭ ମିଳିଥାଏ ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More