ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ସମ୍ପ୍ରତି ୩ ବର୍ଷିଆ ‘ଅଣ୍ଡର୍ଗ୍ରାଜୁଏଟ୍ ପ୍ରୋଗ୍ରାମ୍’ ଶେଷ କରି ଛାତ୍ରଛାତ୍ରୀମାନେ ଅନର୍ସ ଡିଗ୍ରି ପାଇଯାଉଥିଲେ। ଚାରି ବର୍ଷିଆ ନିୟମ ପ୍ରଣୟନ ପୂର୍ବରୁ ସୁନିଶ୍ଚିତ ହେବା ପାଇଁ ମାର୍ଚ ମାସରେ ‘ୟୁଜିସି’ ପ୍ରସ୍ତାବିତ ନିୟମାବଳି ଥିବା ‘ଡ୍ରାଫ୍ଟ୍’କୁ ସାର୍ବଜନୀନ କରିଥିଲା। କିନ୍ତୁ, ଏହି ନିୟମର ପ୍ରାସଙ୍ଗିକତା ବିଷୟରେ ‘ୟୁଜିସି’ କୌଣସି ମନ୍ତବ୍ୟ ଦେଇନାହିଁ।
ନୂଆ ନିୟମ ଅନୁସାରେ ଯେକୌଣସି ବିଷୟରେ ଅନର୍ସ ରଖି ସ୍ନାତକ ହାସଲ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ‘ଫୋର୍-ଇୟର୍ ଅଣ୍ଡର୍ଗ୍ରାଜୁଏଟ୍ ପ୍ରୋଗ୍ରାମସ୍’ (ଏଫ୍ୱାଇୟୁପି) କରିବା ଲାଗି ପଡ଼ିବ ବୋଲି ‘ୟୁନିଭର୍ସିଟି ଗ୍ରାଣ୍ଟ୍ସ୍ କମିସନ୍’ ସୋମବାର ଦିନ ଘୋଷଣା କରିପାରେ।
ଏହି ନୂଆ ନିୟମର ‘ଡ୍ରାଫ୍ଟ୍’ ‘ଜାତୀୟ ଶିକ୍ଷାନୀତି’ ଉପରେ ପର୍ଯ୍ୟବେଶିତ। ଏଥିରେ ଉଲ୍ଲେଖ ଅଛି, ୧୨୦ କ୍ରେଡିଟ୍ ସମ୍ପୂର୍ଣ୍ଣ କରିଥିବା ଛାତ୍ରଛାତ୍ରୀମାନେ ୩ ବର୍ଷରେ ‘ୟୁଜି ସ୍ନାତକ ଡିଗ୍ରି’ ପାଇବାକୁ ସମର୍ଥ ହେବେ। ସେହିପରି, ୧୬୦ କ୍ରେଡିଟ୍ ସମ୍ପୂର୍ଣ୍ଣ କରି ୪ ବର୍ଷରେ ସେମାନେ ‘ୟୁଜି ଅନର୍ସ ଡିଗ୍ରି’ ପାଇ ପାରିବେ।ଯଦି ଛାତ୍ରଛାତ୍ରୀମାନେ ରିସର୍ଚ ସ୍ପେସାଲାଇଜେସନ୍ କରିବାକୁ ଆଗ୍ରହ ପ୍ରକାଶ କରନ୍ତି, ସେମାନେ ଏହି ୪ ବର୍ଷିଆ ପାଠ୍ୟକ୍ରମରେ ରିସର୍ଚ ପ୍ରୋଜେକ୍ଟ୍ ନେଇ ପାରିବେ। ଏହାଦ୍ବାରା ସେମାନେ ‘ରିସର୍ଚ ସ୍ପେସାଲାଇଜେସନ୍’ ସହିତ ‘ଅନର୍ସ ଡିଗ୍ରି’ ପାଇବେ ବୋଲି ଉକ୍ତ ଡ୍ରାଫ୍ଟ୍ରେ ଉଲ୍ଲେଖ ଅଛି।
ସୂଚନାଯୋଗ୍ୟ, ସମ୍ପ୍ରତି ୩ ବର୍ଷିଆ ‘ଅଣ୍ଡର୍ଗ୍ରାଜୁଏଟ୍ ପ୍ରୋଗ୍ରାମ୍’ ଶେଷ କରି ଛାତ୍ରଛାତ୍ରୀମାନେ ଅନର୍ସ ଡିଗ୍ରି ପାଇଯାଉଥିଲେ। ଚାରି ବର୍ଷିଆ ନିୟମ ପ୍ରଣୟନ ପୂର୍ବରୁ ସୁନିଶ୍ଚିତ ହେବା ପାଇଁ ମାର୍ଚ ମାସରେ ‘ୟୁଜିସି’ ପ୍ରସ୍ତାବିତ ନିୟମାବଳି ଥିବା ‘ଡ୍ରାଫ୍ଟ୍’କୁ ସାର୍ବଜନୀନ କରିଥିଲା। କିନ୍ତୁ, ଏହି ନିୟମର ପ୍ରାସଙ୍ଗିକତା ବିଷୟରେ ‘ୟୁଜିସି’ କୌଣସି ମନ୍ତବ୍ୟ ଦେଇନାହିଁ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।