ଅକ୍ଟୋବର ୩୧, ଜାଣନ୍ତୁ ଆଜିର ରାଶିଫଳ

ଅକ୍ଟୋବର ୩୧, ସମସ୍ୟା ସମାଧାନ କିପରି ହେବ? ଜାଣନ୍ତୁ ଆଜିର ରାଶିଫଳ

ମେଷ – ସମସ୍ୟା ସମାଧାନ ହେବ । ଆର୍ଥିକ ସ୍ଥିତି ସୁଧୁରିବ । ବିବାଦରୁ ଦୂରେଇ ରୁହନ୍ତୁ ।

ବୃଷ – ଧନ ଲାଭ ହେବ । ବାହନ ସୁଖ ପ୍ରାପ୍ତି ହେବ । ପରିବାରରେ ଖୁସି ବଜାୟ ରହିବା ।

ମିଥୁନ – ପ୍ରେମ ବ୍ୟାପାରରେ ସଫଳତା ମିଳିବ । ବିବାହ ସ୍ଥିର ହୋଇପାରେ । ପ୍ରିୟଜନଙ୍କ ସହ ଭେଟ ହୋଇପାରେ ।

କର୍କଟ – ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଧନ ହାନି ହୋଇପାରେ । ଜୀବନସାଥୀଙ୍କ ସହଯୋଗ ମିଳିବ ।

ସିଂହ – ତରତର ହୋଇ କାମ କରନ୍ତୁ ନାହିଁ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ ।

କନ୍ୟା – କର୍ମକ୍ଷେତ୍ରରେ ସମସ୍ୟା ଆସିପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ବନ୍ଧୁଙ୍କ ସହାୟତା ମିଳିବ ।

ତୁଳା – ସମ୍ପତି ପ୍ରାପ୍ତିର ଯୋଗ ରହିଛି । ମାଲିମକୋଦ୍ଦମାରେ ସଫଳତା ମିଳିବ। ନୂତନ କାମର ସୁଯୋଗ ମିଳିବ ।

ବିଛା – ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଯାନବାହାନରେ ଯାତ୍ରା ବେଳେ ସତର୍କ ରୁହନ୍ତୁ । ଗୁଡ ଖାଇ ଘରୁ ବାହାରନ୍ତୁ ।

ଧନୁ – ପିତାଙ୍କ ଠାରୁ ସହଯୋଗ ମିଳିବ । ସମ୍ପତି ଲାଭ ହେବ । ଯାତ୍ରା ମନୋରଞ୍ଜନପୂର୍ଣ ହେବ ।

ମକର – ବୈବାହିକ ଜୀବନ ସୁଖକର ହେବ । ବ୍ୟବସାୟରେ ଲାଭ ହେବ । ଅଧିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ।

କୁମ୍ଭ – ଜୀବନରେ ସ୍ଥିରତା ଆସିବ । କ୍ୟାରିୟରରେ ସୁଧାର ହେବ । ଧନ ଲାଭର ଯୋଗ ମିଳିବ ।

ମୀନ – ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ । ହନୁମାନଙ୍କୁ ଲାଲ ପୁଷ୍ପ ଅର୍ପଣ କରନ୍ତୁ ।

ଅକ୍ଟୋବର ୩୧, ସମସ୍ୟା ସମାଧାନ କିପରି ହେବ? ଜାଣନ୍ତୁ ଆଜିର ରାଶିଫଳ

ପଢନ୍ତୁ, କେବଳ ପୂଜାର୍ଚ୍ଚନାରେ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରୀ ଏହି ବୃକ୍ଷର ପତ୍ର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More