HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

ମେଷ

ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ଅସୁସ୍ଥ ଅନୁଭବ କରିବେ। ମିତ୍ରମାନଙ୍କ ସହ ଭେଟ ହେବ।ଆପଣ ଏବଂ ଆପଣଙ୍କର ସାଙ୍ଗ ମଧ୍ୟରେ ଥିବା ସମ୍ପର୍କରେ ଅଧିକ ଦୃଢତା ଆସିବ । ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଶୁଭରଙ୍ଗ: ଗୋଲ୍ଡେନ

ବୃଷ

ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ।  ଆପଣଙ୍କୁ ଲାଭ ଏବଂ ଭାଗ୍ୟବୃଦ୍ଧିର ଯୋଗ ଅଛି। ବନ୍ଧୁ-ସ୍ଵଜନମାନଙ୍କଠାରୁ ଲାଭ ହେବ। ସମ୍ବନ୍ଧରେ ପ୍ରେମ ଏବଂ ସମ୍ମାନର ପ୍ରଧାନତା ରହିବ। ଚାକିରି କ୍ଷେତ୍ରରେ ପ୍ରଂଶସିତ ହେବେ। ଶୁଭ ସମାଚାର ମିଳିପାରେ। ଶୁଭରଙ୍ଗ:ଆକାଶୀ

ମିଥୁନ

ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ଦିନଟି ଆପଣଙ୍କ ପାଇଁ ଆଦୌ ଶୁଭ ନୁହେଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ।ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷ ବିଜୟ ପ୍ରାପ୍ତ ହେବ। ଯାତ୍ରାର ଯୋଗ ଅଛି। ଶୁଭରଙ୍ଗ: ମେଟାଲିକ

କର୍କଟ

ମାନ-ସମ୍ମାନ ବୃଦ୍ଧି ପାଇବ।  ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ। ସୁଖ ଏବଂ ସନ୍ତୋଷ ଅନୁଭବ ହେବ। ପରିବାରଜନମାନଙ୍କ ସହିତ ଆନନ୍ଦପୂର୍ଣ୍ଣ ଦିନ ସଂପନ୍ନ ହେବ।  ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଘରକୁ ଅତିଥି ଆସିପାରନ୍ତି। ଶୁଭରଙ୍ଗ:  ପିଙ୍କ

ସିଂହ

ବ୍ୟସ୍ତତା ଭିତରେ ଦିନଟି କାଟିବେ। ପିଲାଙ୍କୁ ନେଇ ଚିନ୍ତିତ ରହିବେ।  ଆଜିର ଦିନ ବ୍ୟାପାର-ଉଦ୍ୟୋଗ ପାଇଁ ଏବଂ ବ୍ୟାବସାୟୀମାନଙ୍କ ବ୍ୟବସାୟ ପାଇଁ ଲାଭଦାୟୀ ଅଟେ। ଅସୁସ୍ଥତା ଅନୁଭବ କରିବେ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ: କ୍ରିମ

କନ୍ୟା

ଧନପ୍ରାପ୍ତି ଯୋଗ ରହିଛି। ଚାକିରିରେ ପରିବର୍ତ୍ତନ ହୋଇପାରେ। ନିଜର ବାଣୀ ଏବଂ ବ୍ୟବହାରକୁ ନିୟନ୍ତ୍ରିତ ରଖିବା ଆପଣଙ୍କ ପାଇଁ ହିତକର ଅଟେ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ସିଲଭର

ତୁଳା

କ୍ୟାରିୟରରେ ସଫଳତା ମିଳିବ। କୌଣସି ସମସ୍ୟା ଥିଲେ, ଆଜି ତା’ର ସମାଧାନ ହୋଇପାରେ। ବିନା କୌଣସି ବିଘ୍ନରେ ଆପଣଙ୍କ କାର୍ଯ୍ୟ ସଂପନ୍ନ ହେବ। ଧନଲାଭର ଯୋଗ ଅଛି। ଜୀବନସାଥୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧଳା

ବିଛା

ମାନ-ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଅଧିକ ଲାଭ ହେବ। ଧନପ୍ରାପ୍ତି ଯୋଗ ରହିଛି। କାର୍ଯ୍ୟାଳୟରେ ସହକାରପୂର୍ଣ୍ଣ ବାତାବରଣ ରହିବ। ମିତ୍ରମାନଙ୍କ ସହିତ ପର୍ଯ୍ୟଟନ ସ୍ଥଳକୁ ଯିବାର ଆୟୋଜନ ହେବ।ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଶୁଭରଙ୍ଗ:ପିଙ୍କ

ଧନୁ

ପେଟରେ ସମସ୍ୟା ଦେଖା ଦେଇପାରେ। ଆୟଠୁ ବ୍ୟୟ ବଳି ଯିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଆଜି ନିଜର ଭାଷାର ଦୁରୁପଯୋଗ ନ ହେଉ ଏହାର ଧ୍ୟାନ ରଖିବେ, ନହେଲେ ବିବାଦ ହେବ। ଶୁଭରଙ୍ଗ: ସିଲଭର

ମକର

ବିଷ୍ୟତର ଯୋଜନା କରିବା ପାଇଁ ଏହି ସମୟ ଉପଯୁକ୍ତ । ପ୍ରତିକୂଳତାରେ ମଧ୍ୟ ଆପଣ ପରିଶ୍ରମପୂର୍ବକ କାର୍ଯ୍ୟ କରିବେ ତେବେ ଅଗ୍ରଗାମୀ ହେବାପାଇଁ ସୁଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ।ଶୁଭରଙ୍ଗ: ହଳଦିଆ

କୁମ୍ଭ

କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ପରିବାରର କୌଣସି ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ମନର କଳ୍ପନା ବାସ୍ତବର ରୂପ ନେଇପାରେ । ସରକାରୀ ଧନ ପାଇବାର ସୂଚନା ମିଳୁଛି । ଶୁଭରଙ୍ଗ: ଲାଲ

ମୀନ

ଦିନଟି ଆପଣଙ୍କ ଲାଗି ଶୁଭ। ଆପଣଙ୍କ ଜୀବନ ଲାଗି ଖାସ୍‌ କାମ ମିଳିପାରେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ପ୍ରେମ ସ˚ପର୍କରେ ମଧୁରତା ଆସିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ସବୁଜ

ପଢନ୍ତୁ: ଅଧିକ ରତ୍ନ ଧାରଣ ହୋଇପାରେ ଆପଣଙ୍କ ବିନାଶର କାରଣ: ଜାଣନ୍ତୁ କି କି ବିଷୟ ପ୍ରତି ରଖିବେ ଧ୍ୟାନ

Related posts

୨୧ ଡିସେମ୍ବର ଗୁରୁବାର ରାଶିଫଳ , ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ

ENO Beuro

ଜୋତିଷଶାସ୍ତ୍ର ଅନୁଯାୟୀ ଜାଣିରଖନ୍ତୁ କେଉଁ ରଙ୍ଗର ଗାଡି ଆପଣଙ୍କ ରାଶି ପାଇଁ ଶୁଭ ହେଇଥାଏ?

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment