HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

ମେଷ

ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦ ଠାରୁ ଦୂରରେ ରୁହନ୍ତୁ। କଳା ଓ ଅଧ୍ୟୟନ କ୍ଷେତ୍ରରେ ରୁଚି ବଢ଼ିବ। ଶୁଭରଙ୍ଗ: କଫି

ବୃଷ

ଆଜି ଆପଣ ଭାବିବେ ଯେ ଘର ଏବଂ କାର୍ଯ୍ୟାଳୟର କାର୍ଯ୍ୟରୁ ନିବୃତ ରହି ପ୍ରକୃତିର ଆନନ୍ଦ ଅନୁଭବ କରିବାପାଇଁ ।ସନ୍ତାନକୁ ନେଇ ଚିନ୍ତିତ ହେବେ । ମାନସିକ ଅଶାନ୍ତି ଦେଖା ଦେଇପାରେ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ଶୁଭରଙ୍ଗ: ନୀଳ

ମିଥୁନ

ଆୟ ଆଶାନୁରୂପ ହୋଇପାରେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି । ସୁ-ସମ୍ବାଦ ପାଇ ସନ୍ତୁଷ୍ଟ ହେବେ ।ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବନ୍ଧୁଙ୍କ ସହ ସାକ୍ଷାତ ହେବ। ଶୁଭରଙ୍ଗ: ମେଟାଲିକ

କର୍କଟ

ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ପରିବାରରେ ମନ ମିଳାଇ ଚଳନ୍ତୁ । ଗୁରୁଜନଙ୍କ ସହଯୋଗ ମିଳିବ । ସୁସ୍ୱାଦୁ ଭୋଜନ କରିବେ । ଶୁଭରଙ୍ଗ: ପିଙ୍କ

ସିଂହ

ଆତ୍ମବିଶ୍ୱାସ ବଢ଼ିବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଶୁଭରଙ୍ଗ: ଗୋଲ୍ଡେନ

କନ୍ୟା

ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ଆୟ ଯଥେଷ୍ଟ ପରିମାଣର ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିପାରେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସମ୍ମାନ ଓ ପ୍ରତିଷ୍ଠା ମିଳିବ। ଶୁଭରଙ୍ଗ: ସିଲଭର

ତୁଳା

ଯଦି ଆପଣ ଭାବୁଛନ୍ତି ଆପଣ ଯେଉଁଠି ଅଛନ୍ତି ଠିକ୍ ଅଛନ୍ତି ତାହାଲେ ଆଉଥରେ ଭାବିନିଅନ୍ତୁ । ବିନା କୌଣସି ବିଘ୍ନରେ ଆପଣଙ୍କ କାର୍ଯ୍ୟ ସଂପନ୍ନ ହେବ। ଧନଲାଭର ଯୋଗ ଅଛି। ମିତ୍ରମାନଙ୍କଠାରୁ ଲାଭ ହେବ।ଶୁଭରଙ୍ଗ: ଆକାଶୀ

ବିଛା

ଆଜି ଆପଣଙ୍କ ଦିନ ମନୋରଞ୍ଜନ ପ୍ରଦ ଏବଂ ଆନନ୍ଦ ପ୍ରଦ ହେବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। କାର୍ଯ୍ୟାଳୟରେ ସହକାରପୂର୍ଣ୍ଣ ବାତାବରଣ ରହିବ।  ଅବିବାହିତଙ୍କ ପାଇଁ ବିବାହ ଯୋଗ ରହିଛି।ଶୁଭରଙ୍ଗ: ଧଳା

ଧନୁ

ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି । ଆୟ ଯଥେଷ୍ଟ ପରିମାଣର ହୋଇପାରେ । ଶୂଭ ସମାଚାର ଆନନ୍ଦ ଦାୟକ ହେବ । କର୍ମକ୍ଷେତ୍ର  ଉଜ୍ଜ୍ୱଳମୟ ହୋଇପାରେ ।କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ପାରିବାରିକ ସମସ୍ୟା ଦେଖା ଦେଇପାରେ । ଶୁଭରଙ୍ଗ: ପିଙ୍କ

ମକର

କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଅଯଥା କଥାକୁ ନେଇ କୌଣସି ଆଲୋଚନା କରନ୍ତୁ ନାହିଁ। ସମ୍ମାନ ଓ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଭଲ ବାତାବରଣ ରହିବ। ଶୁଭରଙ୍ଗ: କଳା

କୁମ୍ଭ

ଗୃହ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭରଙ୍ଗ: ମେଟାଲିକ

ମୀନ 

ଜୀବନସାଥୀଙ୍କ ସହଯୋଗ ମିଳିବ। କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆଶାମୁତାବକ ଲାଭ ମିଳିବ।  ପାରିବାରିକ ସମସ୍ୟା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ଉନ୍ନତି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶୁଭରଙ୍ଗ: କଫି

ପଢନ୍ତୁ: ବାସ୍ତୁ ଅନୁଯାଇ ରୋଷେଇ ଘରକୁ ସଜାନ୍ତୁ: ଘରେ ସୁଖଶାନ୍ତି ଲାଗି ରହିବ

Related posts

ଜୁଲାଇ ୭ ଶନିବାର:ଜାଣନ୍ତୁ ଆଜିର ରାଶିଫଳ

ENO Beuro

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

୨୯ ନଭେମ୍ବର , ବୁଧବାର – ରାଶିଫଳ

ENO Beuro

Leave a Comment