HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

ମେଷ

ଦିନଟି ଭଲରେ କଟିବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।ଶିକ୍ଷାକ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ କୀର୍ତ୍ତି ପ୍ରାପ୍ତ ହେବ। ଶୁଭରଙ୍ଗ:କ୍ରିମ

ବୃଷ

ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଆଜିର ଦିନ ଆପଣଙ୍କ ପାଇଁ ଖୁସି ଏବଂ ଶାନ୍ତି ଆଣିଦେବ ।ନିଜ ପ୍ରିୟଜନଙ୍କୁ ଦେଖା କରିବାକୁ ଆପଣଙ୍କର ମନ ହେବ । ଶୁଭରଙ୍ଗ: ଧଳା

ମିଥୁନ

ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ସଫଳତା ପାଇବେ। ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁର ହେବ। ବ୍ୟବସାୟରେ ଉଚ୍ଚ ଅଧିକାରୀମାନଙ୍କ ତରଫରୁ ଆର୍ଥିକ ଲାଭ ହେବ। ଶୁଭରଙ୍ଗ: ଆକାଶୀ

କର୍କଟ

ମନରୁ ସନ୍ଦେହ ଭାବ ତ୍ୟାଗ କରନ୍ତୁ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ଧାର୍ମିକ ଯାତ୍ରା ହେବାର ସଂଭାବନା ଅଛି। ଧନ ଲାଭର ମଧ୍ୟ ସଂଭାବନା ଅଛି। ମଧ୍ୟାହ୍ଣ ପରେ ଶୁଭ ଖବର ମିଳିବ। ଶୁଭରଙ୍ଗ: ଗୋଲ୍ଡେନ

ସିଂହ

ଆଜି ଆପଣ ହଠାତ୍ କୌଣସି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ ଯାହାଦ୍ୱାରା ଆପଣ ବହୁତ ଖୁସି ହେବେ । ମଧ୍ୟାହ୍ନ ପରେ ଆପଣ ଶାରୀରିକ ଏବଂ ମାନସିକ ସୁସ୍ଥତା ଆସିବ ଏବଂ ପ୍ରଫୁଲ୍ଲିତ ହେବେ। ଅଚାନକ ଧନପ୍ରାପ୍ତିର ଯୋଗ ଅଛି। ଶୁଭରଙ୍ଗ: ମେରୁନ

କନ୍ୟା

ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ, ଦୁର୍ଘଟଣା ଘଟିପାରେ। ସୁସ୍ୱାଦୁ ଭୋଜନ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯୁକ୍ତିତର୍କ ଠାରୁ ଦୂରରେ ରହନ୍ତୁ । ଶୁଭରଙ୍ଗ: ମେଟାଲିକ

ତୁଳା

ଆଜି ଆପଣଙ୍କର ନୂଆ ପରିଚୟ ଦ୍ୱାରା ନୂଆ ବନ୍ଧୁ କରିବେ ।ଭଲ ହେବ ଯଦି ଆପଣ ଏହି ଦିଗରେ ପ୍ରଥମେ ପାଦ ବଢାଇବେ ଏବଂ କଥା ଆରମ୍ଭ କରିବେ । ଆଜି ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅସୁସ୍ଥ ଅନୁଭବ କରିବେ। ଶୁଭରଙ୍ଗ: ସିଲଭର

ବିଛା

ଅହଂ ଭାବ ଦୂର କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଶାରୀରିକ ରୂପରେ ମଧ୍ୟ ଆପଣ କମଜୋର ଅନୁଭବ କରିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଶୁଭରଙ୍ଗ: ଲାଲ

ଧନୁ

ଆଜିର ଦିନ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ପ୍ରଫୁଲ୍ଲିତ ରହିବ। ସାହିତ୍ୟ ଓ କଳା ପ୍ରତି ରୁଚି ବଢ଼ିବ। ମାନ-ସମ୍ମାନ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଶୁଭରଙ୍ଗ: ପିଙ୍କ

ମକର

ପରିବାରରେ ମନ ମିଳାଇ ଚଳନ୍ତୁ । ମାତାଙ୍କ ସହଯୋଗ ପାଇବେ ।ଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। ଗୁରୁଜନଙ୍କ ସମ୍ମାନ କରନ୍ତୁ ।ଶୁଭରଙ୍ଗ: ସିଲଭର

କୁମ୍ଭ

ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି । ଆୟ ଯଥେଷ୍ଟ ପରିମାଣର ହୋଇପାରେ । ଶୂଭ ସମାଚାର ଆନନ୍ଦ ଦାୟକ ହେବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହୋଇପାରେ ।କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ପାରିବାରିକ ସମସ୍ୟା ଦେଖା ଦେଇପାରେ । ଶୁଭରଙ୍ଗ: ପିଙ୍କ

ମୀନ

ଆତ୍ମବିଶ୍ୱାସ ବଢ଼ିବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଶୁଭରଙ୍ଗ: ଗୋଲ୍ଡେନ

ପଢନ୍ତୁ: ବାସ୍ତୁ ଅନୁଯାଇ ରୋଷେଇ ଘରକୁ ସଜାନ୍ତୁ: ଘରେ ସୁଖଶାନ୍ତି ଲାଗି ରହିବ

Related posts

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

ଜାଣନ୍ତୁ ଆଜିର ଦିନଟି କେମିତି କଟିବ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment