HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

know your horoscope

ମେଷ

କାର୍ଯ୍ୟର ସଫଳ ରୂପାୟନ କରି ଆନନ୍ଦ ଅନୁଭବ କରିବେ । ଜିଦ୍ଖୋର ନ ହୋଇ ଶାନ୍ତ ଓ ଧୈର୍ଯ୍ୟବାନ୍ ହେଲେ ମର୍ଯ୍ୟାଦା ପ୍ରାପ୍ତ ହେବେ । କୃଷି କର୍ମ ଲାଭ ଦାୟକ ହେବ । ଶୁଭରଙ୍ଗ: ସବୁଜ

ବୃଷ

ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ। ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ। କର୍ମଜୀବୀ ମହିଳାଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଶୁଭରଙ୍ଗ: ଧଳା

ମିଥୁନ

ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅଟକି ରହିଥିବା ଅର୍ଥ ଫେରି ପାଇବାର ଯୋଗ ରହିଛି। ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।
ବିବିଧ ଧନଯୁକ୍ତ ହେବେ । ଚଞ୍ଚଳମନା ହେବେ । ଶୁଭରଙ୍ଗ:ନାରଙ୍ଗି

କର୍କଟ

ବହୁ ବିଦ୍ୟା ପାରଙ୍ଗମ ହେବେ । ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଧନବାନ୍ ହେବେ । ଗୁଣଯୁକ୍ତ ହୋଇପାରନ୍ତି । ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ବାଦାମୀ

ସିଂହ

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ନିଜ ଲୋକଙ୍କ ସହଯୋଗରେ କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଛାତ୍ରୀମାନେ ଲେଖାପଢ଼ାରେ ଯୋଜନା କରିବେ। ଶୁଭରଙ୍ଗ: ଲାଲ

କନ୍ୟା

ବ୍ୟବସାୟରେ ଆଶା ମୁତାବକ ସଫଳତା ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗ ମିଳିବ। ଜମି କିଣି ପାରନ୍ତି। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଶୁଭରଙ୍ଗ:ନାରଙ୍ଗି

ତୁଳା

ପୂଜାପାଠରେ ଅଧିକ ସମୟ ବିତିବ। ବୁଦ୍ଧିଜୀବୀଙ୍କ ସହିତ ସ˚ପର୍କ ମଜଭୁତ ହେବ। ଆପଣଙ୍କ ଉନ୍ନତିର ନୂଆ ରାସ୍ତା ଖୋଲିବ। ସରକାରୀ ଚାକିରିଆ କୌଣସି କାମରେ ପ୍ରୋତ୍ସାହନ ପାଇପାରନ୍ତି। ଶୁଭରଙ୍ଗ: ନୀଳ

ବିଛା

ନୂଆ ରୋଜଗାରର ପନ୍ଥା ପ୍ରସ୍ତୁତ କରିପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଧଳା

ଧନୁ

ଆତ୍ମଚିନ୍ତନରେ ସମୟ ବିତିବ। ଅଫିସରେ କୌଣସି କାମ କରିବା ପୂର୍ବରୁ ପ୍ରବନ୍ଧକର୍ତ୍ତାଙ୍କ ରାୟ ନିଅନ୍ତୁ; ଭଲ ହେବ। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଲାଲ

ମକର

ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ; ଲାଭ ହେବ। କ˚ପାନି ତରଫରୁ ବିଦେଶ ଯାଇପାରନ୍ତି। କାରବାର ସମ୍ବନ୍ଧରେ ବଡ଼ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା

କୁମ୍ଭ

ଆପଣଙ୍କ ଜୀବନ ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ଭଲ ରହିବ। ବିଦେଶକୁ ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଅସୁସ୍ଥ ଅନୁଭବ କରିବେ। ଘରକୁ ଅତିଥି ଆସିପାରନ୍ତି। ନୂଆ ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: ଧଳା

ମୀନ

ଶୁଭ ଖବର ପାଇ ଖୁସି ହୋଇପାରନ୍ତି । କନ୍ୟା,ପୁତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ପ୍ରଚୁର ଧନଲାଭ କରି ଉତ୍ଫୁଲ୍ଲିତ ହୋଇପାରନ୍ତି । ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଲାଲ

ପଢନ୍ତୁ: ସଙ୍କଟରୁ ମୁକ୍ତି ଦେବ ଦୀପ

Related posts

କେଉଁ ରାଶିର ଯୋଡିଙ୍କ ଭିତରେ ପ୍ରେମ ହେଲେ କ’ଣ ହୁଏ ଜାଣନ୍ତୁ

ENO Beuro

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଜାଣନ୍ତୁ ଆଜିର ଦିନଟି କେମିତି କଟିବ

Ratnamani Moharana

Leave a Comment