HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

ମେଷ

ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ଦିନଟିଏ। ବିଚାର ବିମର୍ଶ ଓ ଆଲୋଚନା ଦ୍ୱାରା ବିଶେଷ ଉପକୃତ ହେବେ । କେତେକ କ୍ଷେତ୍ରରେ ନିରବ ଦର୍ଶକ ହୋଇପାରନ୍ତି । କନ୍ୟା,ପୁତ୍ର,ପୌତ୍ର,ପ୍ରପୌତାଦି ଲାଭ କରି ଖୁସି ହେବେ ।ଶୁଭରଙ୍ଗ: କଫି ରଙ୍ଗ

ବୃଷ

ଦିନଟି ଆପଣଙ୍କ ଲାଗି ଶୁଭ। ଆପଣଙ୍କ ଜୀବନ ଲାଗି ଖାସ୍‌ କାମ ମିଳିପାରେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ପ୍ରେମ ସ˚ପର୍କରେ ମଧୁରତା ଆସିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ସବୁଜ

ମିଥୁନ

ଆଜିର ଦିନଟି ପୂର୍ବ ଦିନ ଅପେକ୍ଷା ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆୟଠାରୁ ବ୍ୟୟ ଅଧିକ ହେବ।ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଶୁଭରଙ୍ଗ: ଧଳା

କର୍କଟ

ଅଷ୍ଟମରେ ଚନ୍ଦ୍ରମା ହେତୁ ଦିନଟି ସମସ୍ୟା ବହୁଳ ରହିବା।  ସାଂସାରିକ ଅଶାନ୍ତି ଦେଖାଯିବ। ଚାକିରିରେ ଶତ୍ରୁ ବୃଦ୍ଧି ହେବ। ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ। ଶୁଭ ରଙ୍ଗ: କ୍ରିମ

ସିଂହ

ଅଭାବ ମେଣ୍ଟାଇବାରେ ସକ୍ଷମ ହେବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ବ୍ୟୟ ପରିମାଣ ଅଧିକ ହୋଇପାରେ । ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ। ଶୁଭରଙ୍ଗ: ମେରୁନ

କନ୍ୟା

ଆଜି ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ହେବ । ସବୁବେଳେ କାମରେ ବ୍ୟସ୍ତ ନରହି ମିତ୍ର ମାନଙ୍କ ସହିତ ବୁଲିବାକୁ ଯାଆନ୍ତୁ । ଭାଇ-ବନ୍ଧୁମାନଙ୍କଠାରୁ ଲାଭ ମିଳିବ। ଆର୍ଥିକ ଲାଭର ଯୋଗ ଅଛି। ଶୁଭରଙ୍ଗ:

ତୁଳା

କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ପରିବାରର କୌଣସି ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ମନର କଳ୍ପନା ବାସ୍ତବର ରୂପ ନେଇପାରେ । ସରକାରୀ ଧନ ପାଇବାର ସୂଚନା ମିଳୁଛି । ଶୁଭରଙ୍ଗ: ଲାଲ

ବିଛା

କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବହୁ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ଉପୁଜି ଥିବା ସମସ୍ତ ସମସ୍ୟା ଦୂର ହୋଇପାରେ । ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ଶୁଭରଙ୍ଗ: ଧଳା

ଧନୁ

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଭବିଷ୍ୟକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ବେପାରରେ ଅଚାନକ ଫାଇଦା ହେବ। ଛାତ୍ରୀଙ୍କ ଲାଗି ଦିନଟି ଭଲ ଫଳାଫଳ ନେଇ ଆସିବ। ଶୁଭରଙ୍ଗ: ବାଦାମୀ

ମକର

ଆଜି ଆପଣଙ୍କ ସାଙ୍ଗକୁ ଆପଣଙ୍କର ସାହାଯ୍ୟ ଆବସ୍ୟକତା ଅଛି । ନିରର୍ଥକ ଆର୍ଥିକ ଖର୍ଚ୍ଚରୁ ବଞ୍ଚନ୍ତୁ। ଯାତ୍ରା କିମ୍ବା ପର୍ଯ୍ୟଟନକୁ ଟାଳିବାକୁ ଚେଷ୍ଟାକଲେ ଭଲ ହେବ। ଶୁଭରଙ୍ଗ: ସବୁଜ

କୁମ୍ଭ

ପରିବାରରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ବିଦ୍ୟାର୍ଥୀ ବିଦ୍ୟାକ୍ଷେତ୍ରରେ ସଜାଗ ରହିବା ଆବଶ୍ୟକ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ଶୁଭରଙ୍ଗ: ଧଳା

ମୀନ

ଛାତ୍ରମାନେ ଅଧ୍ୟୟନରେ ଅଧିକ ଭାରାକ୍ରାନ୍ତ ହୋଇ କ୍ଳାନ୍ତି ଅନୁଭବ କରିବେ ଏବଂ ବିଶ୍ରାମ କରିବେ । ଖର୍ଚ୍ଚ ବଢ଼ିବ। ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରରେ ରୁହନ୍ତୁ। କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ମନରେ ଭୟ ରହିବ। ଶୁଭରଙ୍ଗ: ନୀଳ

ପଢନ୍ତୁ: ବାସ୍ତୁ ଅନୁସାରେ ଜାଣନ୍ତୁ ଦାନର ତିନୋଟି ବିଧି

Related posts

୨ ନଭେମ୍ବର, ଗୁରୁବାର – ରାଶିଫଳ

ENO Beuro

୨୯ ନଭେମ୍ବର , ବୁଧବାର – ରାଶିଫଳ

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment