LIFESTYLE

ଜାଣନ୍ତୁ ସ୍ୱାସ୍ଥ୍ୟ, ସମ୍ପତି, କର୍ମକ୍ଷେତ୍ର ଓ ଯାତ୍ରାର ସବିଶେଷ ବିବରଣୀରେ ଆଜିର ରାଶିଫଳ

ମେଷ – ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଧନ ସମ୍ପତି ମାମଲା ସମସ୍ୟା ର ସମାଧାନ ହେବ । ଧନ ଲାଭ ହେବ ।

ବୃଷ – ସ୍ୱାସ୍ଥ୍ୟ ରେ ଅବନ୍ନତି ଘଟିପରେ । ସମ୍ପତି ମାମଲାରେ ବିବାଦ ଉପୁଜି ପରେ । ଚାକିରି ରେ ସ୍ଥାନ ପରିବର୍ତନ ହେବାର ସମ୍ଭାବନା  ରହିଛି ।

ମିଥୁନ – ଧନ ସମ୍ପତି ସମ୍ବଧୀୟ ସ୍ଥିତି ଭଲ ରହିବ । ଅଟକି ରହିଥିବା କମ ଆଗେଇବ । ଯାତ୍ରା କରିବାରେ ଲାଭ ମିଳିବ ।

କର୍କଟ – ବିବାହ ଏବଂ ପ୍ରେମ ମାମଲାରେ ସଫଳତା ମିଳିବ । ଅଧିକ ଦୌଡାଦୌଡି କରିବାକୁ ପଡିପାରେ । ଧନ ପ୍ରାପ୍ତି ରେ  ବାଧା ଉପୁଜିବ ।

ସିଂହ – ସନ୍ତାନ ପକ୍ଷରେ ସଫଳତା ମିଳିବ । ଅଟକି ରହିଥିବା ଧନ ପ୍ରାପ୍ତି ହବ । ନୂଆ ସମ୍ପର୍କ ଯୋଡି ହେବାର ସୁଯୋଗ ମିଳିବ ।

କନ୍ୟା – ବିବାହ ସ୍ଥିର ହୋଇ ପରେ । ଶିକ୍ଷା ସମ୍ବଧରେ ବାଧା ଦୂର ହେବ । ଯାତ୍ରା କରିବାକୁ ପଡିପାରେ ।

ତୁଳା – ଆଜି ଦିନଟିରେ ଆଳସ୍ୟ ଭାର ରହିବ । ଧନ ପ୍ରାପ୍ତି ରେ ବାଧା ଉପୁଜିବ । ସ୍ୱାସ୍ଥ୍ୟ ସାମାନ୍ୟ ଚିନ୍ତାଜନକ ରହିବ ।

ବିଛା – ଧନ ସହଜରେ ପ୍ରାପ୍ତି ହେବ । ଚାକିରି ରେ ପଦୋନ୍ନତି ହେବ । ବ୍ୟବସାୟ ରେ ବ୍ୟସ୍ତ ରହିପାରନ୍ତି ।

ଧନୁ – ଚାକିରିରେ ସମସ୍ୟା ଦେଖାଦେବ । ଧନ ପ୍ରାପ୍ତି ର ମାର୍ଗ ଦେଖାଯିବ । ଦୂର ଯାତ୍ରାର ଯୋଜନା ବନେଇ ପାରନ୍ତି ।

ମକର – ବ୍ୟବସାୟରେ ଲାଭ ହେବ । ଅଚାନକ ଧନ ପ୍ରାପ୍ତି ହୋଇ ପରେ । ନୂତନ ସୁଯୋଗ ସାମ୍ନା କୁ ଆସିବ ।

କୁମ୍ଭ – କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତତା ଦେଖାଦେବ । କର୍ମ ପାଇଁ ନୂତନ ସୁଯୋଗ ମିଳିବ । ଧନ ସମ୍ବଧୀୟ ସ୍ଥିତି ଭଲ ରହିବ ।

ମୀନ – ସ୍ୱାସ୍ଥ୍ୟ ରେ ଉନ୍ନତି ହେବ । ବଡ ସମସ୍ୟାରୁ ମୁକ୍ତି ମିଳିବ । ଦୂର ସ୍ଥାନ ରୁ ଶୁଭ ସମାଚାର ମିଳିବ ।

ଜାଣନ୍ତୁ ସ୍ୱାସ୍ଥ୍ୟ, ସମ୍ପତି, କର୍ମକ୍ଷେତ୍ର ଓ  ଯାତ୍ରାର ସବିଶେଷ ବିବରଣୀରେ ଆଜିର ରାଶିଫଳ

ପଢନ୍ତୁ, ବ୍ରାହ୍ମଣୀ ସେତୁ ଯାତ୍ରୀଙ୍କ ପାଇଁ ପାଲଟିଛି ମରଣ ଜନ୍ତା, ନଭେମ୍ବର ୨ରୁ ବ୍ରାହ୍ମଣୀ ସେତୁ ବଂଚାଅ ଆନ୍ଦୋଳନ

Related posts

ନିୟମିତ ଧ୍ୟାନ ଓ ଯୋଗ କଲେ କ ‘ ଣ ଫାଇଦା ମିଳେ ଜାଣନ୍ତୁ  ?

ENO Beuro

ଆସନ୍ତୁ ଜାଣିବା ଗାଜର କେତେ ଉପକାରୀ ଏବୋଂ ଏହା ଖାଇବା ଶରୀର ପାଇଁ କେତେ ଲାଭଦାୟକ

ENO Beuro

ମିଠା ଖାଇବା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More