26 C
Bhubaneswar
October 1, 2020
EnewsOdia.Com
ନ୍ୟୁଜ୍

ବିରଳ ହର୍ସସୁ କଙ୍କଡା ଉଦ୍ଧାର, ଜଣେ ଗିରଫ

ବାରିପଦା ହାଟରୁ ୬ଟି ବିରଳ ହର୍ସସୁ କଙ୍କଡା ଉଦ୍ଧାର କରାଯାଇଛି । ଏହି ହର୍ସ ସୁ କଙ୍କଡା ବିରଳ ସାମୁଦ୍ରିକ ଜୀବ ମଧ୍ୟରେ ଥିବା ଜଣାପଡିଛି । ଏହି କଙ୍କଡାର ବିରଳ ନୀଳ ରଙ୍ଗର ରକ୍ତରୁ କ୍ୟାନସର ଔଷଧ ପ୍ରସ୍ତୁତ ହେଉଥିବାରୁ ଏହା ଖୁବ୍ ମୂଲ୍ୟବାନ ।  ହାଟରେ ଏଗୁଡିକୁ ଦେଖାଇ ଔଷଧ ବିକ୍ରି କରୁଥିବା ବେଳେ ପୋଲିସ ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ସୁନୀଲ ବିଶ୍ବାସ ନାମକ ଜଣେ ବ୍ୟକ୍ତିକୁ  ଗିରଫ କରିଛି ।

ଏହି ମୂଲ୍ୟବାନ କଙ୍କଡାକୁ ଚୋରାଚାଲାଣ କରୁଥିବା ସୁନୀଲର ଆଉ ଜଣେ ସହଯୋଗୀ ଆଉ ୬ଟି କଙ୍କଡା ନେଇ ରାଇରଙ୍ଗପୁର ଅଞ୍ଚଳକୁ ଯାଇଛି ବୋଲି ସେ ବନ ବିଭାଗକୁ ସୂଚନା ଦେବା ପରେ ତାକୁ ମଧ୍ୟ ଧରିବାକୁ ଉଦ୍ୟମ କରାଯାଉଛି । ଉଦ୍ଧାର ହୋଇଥିବା ବିରଳ କଙ୍କଡାଙ୍କୁ ସମୁଦ୍ରରେ ଛଡାଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।

ପଢନ୍ତୁ: ଗୁଟ୍‌ଖା ନିଷେଧକୁ ୭ ବର୍ଷ: ଗଳାବାଟରେ ମାଲାମାଲ୍ ଗୁଟ୍‌ଖା କମ୍ପାନି

Related posts

୨୦୨୦ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ମୋଦୀଙ୍କ ଅହିଂସା ମନ୍ତ୍ର

Ratnamani Maharana

ଜଗନ୍ନାଥ ହେ… ରକ୍ଷା କର, ବିମାନରେ ନିଆଁ ଲାଗିବା ପରେ କିଛି ଏପରି ଥିଲା ଦୃଶ୍ୟ

Ratnamani Maharana

ସ୍ୱଚ୍ଛତା ପାଇଁ ମଦ ଦୋକାନୀଙ୍କୁ ୧ଲକ୍ଷ ଜରିମାନା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More