EnewsOdia.Com

ତିନି ଦିନରେ ୫୦ କୋଟି ଆୟ କଲା ‘ହାଉସଫୁଲ୍-୪’

ଦିୱାଲି ଉପଲକ୍ଷେ ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଏବର୍ଷର ଅନ୍ୟତମ ବହୁପ୍ରତୀକ୍ଷିତ ସିନେମା ‘ହାଉସଫୁଲ୍-୪’ ଅବଶେଷରେ ତିନି ଦିନରେ ୫୦ କୋଟି କ୍ଲବରେ ପହଞ୍ଚିଛି। ଏହା ଗତକାଲି ସୁଦ୍ଧା ୫୨.୮୯ କୋଟି ଟଙ୍କା ଆୟ କରିଥିବା ଜଣାଯାଇଛି। ସୂଚନା ଯୋଗ୍ୟ, ସାଜିଦ୍ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ହାଉସଫୁଲ୍-୪’ ପ୍ରଥମ ଦିନ ୧୯.୦୮ କୋଟି ଟଙ୍କା , ଦ୍ବତୀୟ ଦିନ ୧୮.୮୧ କୋଟି ଟଙ୍କା ଏବଂ ରବିବାର ଦିନ ୧୫ କୋଟି ଟଙ୍କା କଲେକସନ୍ କରିଛି।

ଫରହାଦ୍ –ସାମଜି ଏହାର ନିର୍ଦ୍ଦେଶକ। ଏଥିରେ ଅକ୍ଷୟ କୁମାର, ରିତେଶ୍ ଦେଶମୁଖ୍,ବବି ଦେଓଲ୍,ଶରଦ୍ କେଲକର୍,ପୂଜା ହେଗ୍ଡେ,କ୍ରିତି ଖରବନ୍ଦା, କ୍ରିତି ସାନନ୍ , ଚଙ୍କି ପାଣ୍ଡେ ଏବଂ ନୱାଜୁଦ୍ଦିନ ସିଦ୍ଦିକୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ପଢନ୍ତୁ: ଟିକଟକରେ ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡ଼ିଓ

ସମ୍ବନ୍ଧିତ ଖବର

‘ରାଧେ’ର ଶେଷ ଦୃଶ୍ୟ ପାଇଁ ଖର୍ଚ୍ଚ ହେଲା ସାଢ଼େ ୭କୋଟି ଟଙ୍କା

Ratnamani Maharana

ତାମିଲ୍‌ ସିନେମାରେ ଓଡିଆ ହିରୋ

Ratnamani Maharana

ଟଙ୍କା ମିଳିଲେ ଆୱାର୍ଡ ଶୋ’କୁ ଯାଏ ବୋଲି କହିଲେ ରୋହିତ ଶେଟ୍ଟୀ

Ratnamani Maharana

ପରଦାରେ ‘ଲାଲ୍‍ କପ୍ତାନ୍‍’

Ratnamani Maharana

ଦ୍ୱିତୀୟ ଥର ବାପା ବନିଲେ କେଜିଏଫ୍‌ ଷ୍ଟାର ୟଶ

Ratnamani Maharana

‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୁଟିଂରେ ରଜନୀକାନ୍ତ ଆହତ

Ratnamani Maharana