LIFESTYLE

ନିଜ ପତ୍ନୀକୁ କିପରି ଖୁସିରେ ରଖିବେ? ଏଥିପାଇଁ ଧ୍ୟାନରେ ରଖନ୍ତୁ କିଛି ଟିପ୍ସ

ପତି ପତ୍ନଙ୍କ ମଧ୍ୟରେ ବୁଝାବଣା ରହିଥିଲେ ସାଂସାରିକ ଜୀବନ ଶାନ୍ତିରେ କଟିଥାଏ। ସେଥିପାଇଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲପାଇବା ଏବଂ ବୁଝାବଣା ରହିବା ନିହାତି ଦରକାର।ପୁଅ ମାନେ ନିଜର ଭଲ ପାଇବା ତାଙ୍କ ସ୍ତ୍ରୀ ଆଗରେ ଭିନ୍ନ ଭିନ୍ନ ଢଙ୍ଗରେ ଏକ୍ସପ୍ରେସ କରିଥାନ୍ତି । କିନ୍ତୁ କିଛି କଥା ଉପରେ ଯଦି ବିଶେଷ ଧ୍ୟାନ ଦେବା ତେବେ ସବୁବେଳେ ଆମେ ସ୍ତ୍ରୀ ଙ୍କୁ ଖୁସି ରଖିପାରିବା।

ଜାଣନ୍ତୁ ସେ ସମ୍ପର୍କରେ-

  • ବାହାରେ ହାତ ଧରି ଚାଲିବା-ଯେତେ ସମ୍ଭବ ଆପଣ ବାହାରେ ନିଜ ସ୍ତ୍ରୀ ସହିତ ଚାଲିବା ବେଳେ ଟିକେ ହସି ତାଙ୍କ ହାତ ଧରି ଚାଲନ୍ତୁ ଦେଖିବେ ସେ ଆପଣଙ୍କ ସହିତ ବହୁତ ଖୁସି ରହିବେ।
  • ସ୍ତ୍ରୀ ହାତରନ୍ଧା-ସ୍ୱାମୀର ମନ କିଣିବା ପାଇଁ ସ୍ତ୍ରୀ ନିଜ ହାତରେ ବିଭିନ୍ନ ପ୍ରକାର ରୋଷେଇ କରିଥାନ୍ତି । ସ୍ତ୍ରୀ ହାତରନ୍ଧା ଖାଇଲା ବେଳେ ତାଙ୍କୁ ଟିକେ ପ୍ରଶଂସା କରିବାକୁ ଯମା ଭୁଲିବେ ନାହିଁ।
  • ରାତିରେ କଥା ହେବା-ଡେରି ରାତି ପର୍ଯ୍ୟନ୍ତ ସ୍ତ୍ରୀଙ୍କ ସାଥିରେ ନିଜ ପୁରୁଣା ଦିନ କଥା ହୁଅନ୍ତୁ ଦେଖିବେ ଏହି ଭଲ ପାଇବା କଥା ପାଇଁ ଆପଣଙ୍କ ଜୀବନରେ ଭଲ ପାଇବାର ରଙ୍ଗ ରୋମାଞ୍ଚକର ହେବ।
  • ସ୍ତ୍ରୀ କୋଳରେ ମୁଣ୍ଡ ରଖି ଶୋଇବା-ସ୍ତ୍ରୀ କୋଳରେ ମୁଣ୍ଡ ରଖି ଶୋଇ ଆଖିକୁ ଆଖି ମିଶେଇ କଥା ହେଲେ ଆପଣ ସ୍ତ୍ରୀଙ୍କର ବେଶୀ ନିକଟତର ହୋଇ ପାରିବେ।
  • ମନପସନ୍ଦର ଗିଫ୍ଟ ଦେବା-ସ୍ତ୍ରୀ ମାନେ ସରପ୍ରାଇଜ୍ ଗିଫ୍ଟକୁ ବହୁତ ଭଲ ପାଆନ୍ତି । ଆପଣ କେବେ କିଛି ଦେବା ଆଗରୁ ସରପ୍ରାଇଜ୍ କରି ଦିଅନ୍ତୁ ଓ ସମୟ ମିଳିଲେ ଲଙ୍ଗ ଡ୍ରାଇଭରେ ନେବା ପାଇଁ ଜମା ଭୁଲିବେ ନାହିଁ।

ପଢନ୍ତୁ;

ପାଟିରେ ଘା’କୁ ନେଇ ଚିନ୍ତିତ ଅଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର ,ଦୂରହେବ ଆପଣଙ୍କ ସମସ୍ୟା

Related posts

ଖାଲି ପେଟରେ କେଉଁ ସବୁ ଖାଦ୍ୟ ଖାଇଲେ କେଉଁ ସମସ୍ୟା ଦେଖା ଦେଇଥାଏ ଜାଣନ୍ତୁ ? 

ENO Beuro

ରାତିରେ ଶୀଘ୍ର ଶୋଇବା ଓ ସକାଳେ ଶୀଘ୍ର ଉଠିବା ଶରୀର ପାଇଁ ଖୁବ ଲାଭଦାୟକ

ENO Beuro

ଆପଣଙ୍କ ପେଟରେ ଦାଗ ପଡିଛି କି ?ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More