News

୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଆଧାର ଲିଙ୍କ କେମିତି କରିବେ ଜାଣନ୍ତୁ

୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଆଧାର ସେମାନଙ୍କ ମାତା-ପିତାଙ୍କ ଆଧାର ସହ ଲିଙ୍କ୍ ହେବ । କାରଣ ୫ ବର୍ଷରୁ କମ୍ ବୟସର ଶିଶୁଙ୍କର ବାୟୋମେଟ୍ରିକ୍ ରେକର୍ଡ ସମ୍ଭବ ହୋଇ ନ ଥାଏ । ବାୟୋମେଟ୍ରିକ୍ ଡିଟେଲସ୍ ଅର୍ଥାତ୍ ଫିଙ୍ଗରପ୍ରିଣ୍ଟ ଓ ଚକ୍ଷୁର ରେଟିନା ପରିପକ୍ୱ ହୋଇ ନ ଥାଏ ।  ଏଥିପାଇଁ ମାତା-ପିତାଙ୍କୁ ଶିଶୁ ସହିତ ଆଧାର ସେଣ୍ଟର ଯିବାକୁ ପଡ଼ିବ। ଶିଶୁର ବୟସ ୫ବର୍ଷ ହେବା ପରେ ବାୟୋମେଟ୍ରିକ୍ ଡିଟେଲସକୁ ଅପଡେଟ କରିବାକୁ ପଡ଼ିବ ।

ଶିଶୁଙ୍କ ଆଧାର କାର୍ଡ କରିବା ସମୟରେ ଏହି ସବୁ କଥା ଯାଣି ରଖନ୍ତୁ

୧ – ଶିଶୁର ବୟସ ୫ବର୍ଷ ହେବା ପରେ ଆଧାର ବାୟୋମେଟ୍ରିକ୍ସ ଡାଟାକୁ ଅପଡେଟ କରିବାକୁ ପଡ଼ିଥାଏ ।

୨-  ଆଧାର ଡାଟାରେ ବାୟୋମେଟ୍ରିକ୍ ସୂଚନା ଯେଭଳି ଫିଙ୍ଗରପ୍ରିଣ୍ଟ ଓ ଆଇରିସ ସ୍କାନ୍ ସାମିଲ ହୋଇ ନ ଥାଏ ।

୩- ଶିଶୁର ଆଧାର କାର୍ଡ ତିଆରି ପାଇଁ ମାତା-ପିତା ଯାହାଙ୍କର ବି ଆଧାରକାର୍ଡ ଥିବ ସେ ଶିଶୁକୁ ନେଇ ଆଧାର କେନ୍ଦ୍ର ଯିବାକୁ ପଡ଼ିବ।

୪- ଆଧାର କାର୍ଡ ପାଇଁ ଆବେଦନ କରିବାକୁ ହେଲେ ପିତା-ମାତାଙ୍କ ମଧ୍ୟରୁ ଜଣକଙ୍କର ଆଧାର ଦେବା ଅନିବାର୍ଯ୍ୟ । ଏତଦବ୍ୟତୀତ ଶିଶୁର ଜନ୍ମ ପ୍ରମାଣ ପତ୍ର ଦେବା ବି ଆବଶ୍ୟକ ।

୫- ପରିଚୟ ପ୍ରମାଣ ପତ୍ର ପାଇଁ ଚାରିଟି ଶ୍ରେଣୀ ରହିଛି। ଫଟୋ ଥିବା ପରିଚୟ ପତ୍ର ଯେମିତି କି ପାନ୍ କାର୍ଡ, ଭୋଟର କାର୍ଡ, ରହୁଥିବା ସ୍ଥାନର ପ୍ରମାଣ ଓ ଜନ୍ମ ତାରିଖ ଆଦି ସାମିଲ ରହିଛି ।
୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ଆଧାର ଲିଙ୍କ କେମିତି କରିବେ ଜାଣନ୍ତୁ Adhara link 1
ପଢନ୍ତୁ ;

କେଉଁ ରାଶିର ବ୍ୟକ୍ତି ସହଜରେ ପ୍ରେମରେ ପଡନ୍ତି ଜାଣନ୍ତୁ

Related posts

କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡକୁ କ୍ୟାବିନେଟର ମଞ୍ଜୁରି

Krishna Kumar Manoj

ପରଲୋକରେ କରୁଣାନିଧି

Krishna Kumar Manoj

ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରାଜାଙ୍କ ଆତ୍ମହତ୍ୟା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More