• Home
  • News
  • ଜାଣନ୍ତୁ ଅନଲାଇନରେ ଭୋଟର କାର୍ଡ କେମିତି ବାହାର କରିବେ
News

ଜାଣନ୍ତୁ ଅନଲାଇନରେ ଭୋଟର କାର୍ଡ କେମିତି ବାହାର କରିବେ

ଆପଣ ଆପଣଙ୍କର ଭୋଟର ଆଇଡ଼ି ତିଆରି କରିବା ପାଇଁ ହଇରାଣ ହେଉଛନ୍ତି କି ? ତେବେ ଆପଣ ବହୁତ ସହଜରେ ଅନଲାଇନରେ ଆପଣଙ୍କର ଭୋଟର ଆଇଡ଼ି ତିଆରି କରି ପାରିବେ । ଏଥିପାଇଁ ଆପଣଙ୍କୁ କିଛି ସହଜ ଷ୍ଟେପ ଫଲୋ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଅନଲାଇନରେ ଭୋଟର ଆଇଡ଼ି ତିଆରି କରିବା ପାଇଁ କ’ଣ କରିବାକୁ ପଡିବ ।

ଭୋଟର ଆଇଡ଼ି ତିଆରି ପାଇଁ ଷ୍ଟେପ୍ଶ

1 – ପ୍ରଥମେ ରାଷ୍ଟ୍ରୀୟ ମତଦାତା ୱେବସାଇଟ “www.nvsp.in” ଓପନ କରନ୍ତୁ ।

2 –  ୱେବସାଇଟ ଖୋଲିଲା ପରେ ପ୍ରଥମ ଅପସନ ଦେଖନ୍ତୁ “Apply online for registration of new voter” ।

3 – ତଳେ ଥିବା “click here” ଉପରେ କ୍ଲିକ୍ କରନ୍ତୁ ।

4 – ଏହା ପରେ ଫର୍ମ ୬ ଖୋଲିଯିବ । ଏଠାରେ ସମସ୍ତ ଅପସନକୁ ପଢି ଆପଣଙ୍କ ନାମ ଠିକଣା ସତର୍କତାର ସହିତ ପୂରଣ କରନ୍ତୁ ଓ କିଛି ଡ଼କ୍ୟୁମେଣ୍ଟସ ମଧ୍ୟ ଅପଲୋଡ଼୍ କରିବାକୁ ପଡିବ । ଏହା ସହିତ ଆପଣଙ୍କର କଲର୍ ଫଟୋକୁ ଅପଲୋଡ଼୍ କରିବାକୁ ହେବ ।

ସମସ୍ତ କାର୍ଯ୍ୟ ସରିଲା ପରେ ଗୋଟେ ଆଇଡି ମିଳିବ ଯାହାକୁ ଆପଣ ନେଇ ଚେକ କରି ପାରିବେ ଯେ ଭୋଟର ଆଇଡ଼ି କେବେ ଆସିବ ।

ଜାଣନ୍ତୁ ଅନଲାଇନରେ ଭୋଟର କାର୍ଡ କେମିତି ବାହାର କରିବେ online voter card 1
ପଢନ୍ତୁ ;

ନିଜ ଜନ୍ମ ତାରିଖରୁ ଜାଣନ୍ତୁ ଆପଣଙ୍କ ବାହାଘର ଲଭ ହେବ ନା ଆରେଞ୍ଜ

Related posts

ଆପଣ ଖାଉଥିବା ଖାଦ୍ୟ କେତେ ସୁରକ୍ଷିତ ? ଏବେ ନିଜେ ପରିକ୍ଷା କରି ଜାଣିପାରିବେ

Krishna Kumar Manoj

ବିମାନବନ୍ଦରର ଟର୍ମିନାଲ-୨ ର ଆଧୁନିକୀକରଣ ପାଇଁ ଶୁଭ ପଡିଲା, ୪ ମାସରେ କାମ ସରିବ

Krishna Kumar Manoj

ସମ୍ବଲପୁର ଝିଅ ଅର୍ପିତା ହେଲେ ଗାଲେକ୍ସି ଲିଟିଲ ମିସ୍‌ ୱାର୍ଲଡ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More