• Home
  • ASTRO
  • VASTU
  • ହିନ୍ଦୁ ଶାସ୍ତ୍ର ଅନୁସାରେ ଶୁକ୍ରବାରରେ ଆପଣାନ୍ତୁ ଏହି ଉପାୟ , ମିଳିବ ମା ଲକ୍ଷ୍ମୀ ଙ୍କ କୃପା!
VASTU

ହିନ୍ଦୁ ଶାସ୍ତ୍ର ଅନୁସାରେ ଶୁକ୍ରବାରରେ ଆପଣାନ୍ତୁ ଏହି ଉପାୟ , ମିଳିବ ମା ଲକ୍ଷ୍ମୀ ଙ୍କ କୃପା!

ହିନ୍ଦୁ ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଗୁରୁବାର ଲକ୍ଷ୍ମୀଙ୍କ ପ୍ରିୟ ବାର ହେଲେ ମଧ୍ୟ ଶୁକ୍ରବାର ସିଦ୍ଧିଲକ୍ଷ୍ମୀଙ୍କୁ ପୂଜାକଲେ ସର୍ବସିଦ୍ଧି ମିଳେ ବୋଲି ବିଶ୍ଵାସ କରାଯାଏ।

ଜାଣନ୍ତୁ କେମିତି-

ବହୁ ଲୋକଙ୍କ ଜୀବନରେ ଆର୍ଥିକ ଓ ବ୍ୟବସାୟିକ ସମସ୍ୟା ଦେଖାଦେଉଛି । ଅନେକ ଉପାୟ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଶୁକ୍ରବାର ଦିନ ନିମ୍ନଲିଖିତ ଉପାୟ ଦ୍ଵାରା ଆପଣଙ୍କୁ ମିଳିବ ଏହି ସମସ୍ତ ସମସ୍ୟାରୁ ମୁକ୍ତି ।

ଏହି ଉପାୟ ପାଇଁ ପ୍ରଥମେ ଆପଣ ଗୁଡ ଖଣ୍ଡେ ଆଣନ୍ତୁ । ଶୁକ୍ରବାର ସକାଳେ ସ୍ନାନ ଆଦି ସାରି ଧୁଆ ବସ୍ତ୍ର ପିନ୍ଧି ଠାକୁର ଘରକୁ ଯାଅନ୍ତୁ । ମା ଲକ୍ଷ୍ମୀଙ୍କ ଫଟୋକୁ ପୋଛାପୋଛି କରି ଫୁଲ ସିନ୍ଦୁର ଆଦି ଦେଇ ଯଥା ବିଧି ପୂଜା କରନ୍ତୁ ଓ ଉପୋରକ୍ତ ଗୁଡ ଖଣ୍ଡକୁ ଭୋଗ ଲଗାନ୍ତୁ । ଏଥର ମା ଲକ୍ଷ୍ମୀଙ୍କ ଆରତି ପାଠ କରନ୍ତୁ । ପୁରା ଦିନ ଉକ୍ତ ଗୁଡ ଖଣ୍ଡକୁ ଠାକୁର ଘରେ ରହିବାକୁ ଦିଅନ୍ତୁ । ସନ୍ଧ୍ୟାରେ ଏହି ଗୁଡଖଣ୍ଡକୁ ଧଳା କିମ୍ବା କସରା ରଙ୍ଗର ଗାଈକୁ ଖାଇବାକୁ ଦିଅନ୍ତୁ ।

୫ଟି କିମ୍ବା ୭ଟି ଶୁକ୍ରବାର ଏହି ଉପାୟ କଲେ ଧନ ଓ ବ୍ୟବସାୟ ସମସ୍ୟାରୁ ଆପଣ ମୁକ୍ତି ପାଇବେ ଓ ଏଥି ସହିତ ପିତୃଦୋଷ ଓ ଶନିଦୋଷ ମଧ୍ୟ ଦୂର ହେବ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଶୁକ୍ରବାରରେ ଆପଣାନ୍ତୁ ଏହି ଉପାୟ , ମିଳିବ ମା ଲକ୍ଷ୍ମୀ ଙ୍କ କୃପା! ହିନ୍ଦୁ ଶାସ୍ତ୍ର ଅନୁସାରେ ଶୁକ୍ରବାରରେ ଆପଣାନ୍ତୁ ଏହି ଉପାୟ , ମିଳିବ ମା ଲକ୍ଷ୍ମୀ ଙ୍କ କୃପା! laxmi

ପଢନ୍ତୁ; ଅତ୍ୟଧିକ ତମାଖୁ ସେବନ ଓ ଧୂମ୍ରପାନ କରୁଛନ୍ତି କି? ସାବଧାନ! ନଚେତ୍ ହରାଇ ପାରନ୍ତି ଦୃଷ୍ଟି ଶକ୍ତି

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ନକାରାତ୍ମକ ଶକ୍ତି ଦୂରେଇବା ପାଇଁ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

କେଉଁ ରଙ୍ଗର ପୋଷାକ ପିନ୍ଧିଲେ ମନ ଖୁସି ରହିଥାଏ? ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

ଜାଣିରଖନ୍ତୁ ଯେଉଁ ପୁରୁଷ ମାନଙ୍କ ପାଖରେ ଥାଏ ଏହି ଗୁଣ , ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଲୀ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More