ସ୍ଵାମୀର କେଉଁ ଗୁଣ ସ୍ତ୍ରୀକୁ ଖରାପ ଲାଗିଥାଏ ଜାଣନ୍ତୁ ?

ସ୍ୱାମୀ ସ୍ତ୍ରୀର ବୈବାହିକ ଜୀବନ ଖଟା ମିଠାର ସମ୍ପର୍କ ହୋଇଥାଏ । ଯଦି ସମ୍ପର୍କରେ କେବଳ ଖଟା ଅର୍ଥାତ ଝଗଡା ରହିବ ତେବେ ସମ୍ପର୍କରେ ଫାଟ ତିଆରି ହେବ । ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ ମିଠା କରିବାକୁ ହେଲେ ଉଭୟଙ୍କୁ ସମାନ ଦାଇତ୍ୱ ନେବାକୁ ପଡିବ ।  ଯଦି ଏଥିରେ ଜଣେ ଦାଇତ୍ୱହୀନତା ହୁଏ ତେବେ ସମ୍ପର୍କର ଡୋର ମଜଭୁତ ହୁଏ ନାହିଁ ।

କେଉଁ କେଉଁ ଗୁଣ ଥିଲେ ଜଣକୁ ଜଣକୁ ଖରାପ ସ୍ୱାମୀ କୁହାଯିବ ଜାଣନ୍ତୁ

  • ବାହାଘର ପରେ ସବୁ ସ୍ତ୍ରୀଙ୍କର ଗୋଟିଏ ଅଭିଯୋଗ ଥାଏ ଯେ ତାଙ୍କ ସ୍ୱାମୀ ତାଙ୍କୁ ସମ୍ନାନ ଦେଉନାହାନ୍ତି ।
  • ଅନେକ ଲୋକ ଅଛନ୍ତି ଯିଏ ନିଜ ସ୍ତ୍ରୀ ସହିତ କୌଣସି କଥା ଆଲୋଚନା କରନ୍ତି ନାହିଁ । ବେଳେ ବେଳେ ନିଜ ପସନ୍ଦର ଖାଇବା ନମିଳିଲେ ଗାଳି ମଧ୍ୟ ଦିଅନ୍ତି ।
  • ଯଦି ନିଜ ସ୍ତ୍ରୀ ସହିତ ଆଲୋଚନା କରି ନିଜ ମନ ପସନ୍ଦ ଖାଇବା କିମ୍ବା ଅନ୍ୟ କଥା କୁହନ୍ତେ ତେବେ ବୈବାହିକ ଜୀବନରେ ଏଭଳି ସମସ୍ୟା ଦେଖା ଯାଆନ୍ତା ନାହିଁ ।
  • ଆଜିକାଲି ପୁରୁଷଙ୍କ ଭଳି ମହିଳା ମଧ୍ୟ ଚାକିର କରୁଛନ୍ତି । ଏହା ସହିତ ନିଜ ଘର କାମ ମଧ୍ୟ କରନ୍ତି । କିନ୍ତୁ ପୁରୁଷଟି କେବଳ ଅଫିସରେ କାମ କରି ଆସିଲାପରେ ଘରେ ନିଜ ସ୍ତ୍ରୀକୁ କାମରେ ସାହାଯ୍ୟ ନକରି ତାଙ୍କ ସହିତ ଝଗଡା କରିଥାନ୍ତି ।
  • ବାହାଘର ପରେ ସ୍ୱାମୀ ତା ସ୍ତ୍ରୀ ଉପରେ ବିଭିନ୍ନ କଥାକୁ ନେଇ ଦୋଷ ଦେଇଥାଏ । ସ୍ତ୍ରୀ ଉପରେ ବାରମ୍ବାର ଦୋଷ ଲଗେଇବା ଫଳରେ ବୈବାହିକ ଜୀବନରେ ଫାଟ ତିଆରି ହୁଏ ।
  • ଯଦି ଆପଣ ଭଲ ସ୍ୱାମୀ ହେବାକୁ ଚାହୁଁଛନ୍ତି ତେବେ ନିଜ ସ୍ତ୍ରୀ ସହିତ ପ୍ରେମରେ ଦୁଇ ପଦ କଥା ହୁଅନ୍ତୁ ଏମିତି କରିବା ଦ୍ୱାରା ସ୍ତ୍ରୀଟି ପୁରା ଦିନରେ କରି ଥିବା ପରିଶ୍ରମ ଭୁଲିଯାଇଥାଏ ।

ପଢନ୍ତୁ ;

‘ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌’ର ସିକ୍ୱେଲ୍‌ରେ ନଜର ଆସିବେ ଏହି ସୁପରହିଟ ଯୋଡି

ଯଦି ନିଜ ସ୍ତ୍ରୀ ସହିତ ଆଲୋଚନା କରି ନିଜ ମନ ପସନ୍ଦ ଖାଇବା କିମ୍ବା ଅନ୍ୟ କଥା କୁହନ୍ତେ ତେବେ ବୈବାହିକ ଜୀବନରେ ଏଭଳି ସମସ୍ୟା ଦେଖା ଯାଆନ୍ତା ନାହିଁ - 92%

92%

ସ୍ତ୍ରୀ ଉପରେ ବାରମ୍ବାର ଦୋଷ ଲଗେଇବା ଫଳରେ ବୈବାହିକ ଜୀବନରେ ଫାଟ ତିଆରି ହୁଏ - 90%

90%
91%

Excellent!

ସ୍ଵାମୀର କେଉଁ ଗୁଣ ସ୍ତ୍ରୀକୁ ଖରାପ ଲାଗିଥାଏ ଜାଣନ୍ତୁ ?

ସ୍ୱାମୀ ସ୍ତ୍ରୀର ବୈବାହିକ ଜୀବନ ଖଟା ମିଠାର ସମ୍ପର୍କ ହୋଇଥାଏ । ଯଦି ସମ୍ପର୍କରେ କେବଳ ଖଟା ଅର୍ଥାତ ଝଗଡା ରହିବ ତେବେ ସମ୍ପର୍କରେ ଫାଟ ତିଆରି ହେବ । ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ ମିଠା କରିବାକୁ ହେଲେ ଉଭୟଙ୍କୁ ସମାନ ଦାଇତ୍ୱ ନେବାକୁ ପଡିବ ।  ଯଦି ଏଥିରେ ଜଣେ ଦାଇତ୍ୱହୀନତା ହୁଏ ତେବେ ସମ୍ପର୍କର ଡୋର ମଜଭୁତ ହୁଏ ନାହିଁ । 

No Votes Yet

You're not rated yet