LIFESTYLE

ଶୀତଦିନେ ଚୁଟିର ଯତ୍ନ କିପରି ନେବେ? ଏଥିପାଇଁ ଜାଣନ୍ତୁ କିଛି ଘରୋଇ ଉପଚାର

hair

ଶୀତଦିନେ ସାଧରଣତଃ ଚୁଟି ରୁକ୍ଷ ହୋଇଯାଇଥାଏ ତେଣୁ ଚୁଟିର ଯତ୍ନ ନେବା ଆବଶ୍ୟକ ।

ତେବେ ଆସନ୍ତୁ ଜାଣିବା ଶୀତଦିନେ ଚୁଟିର ଯତ୍ନ ନେବା ପାଇଁ କେତେକ ସହଜ ଉପାୟ ବିଷୟରେ:-

ପ୍ରଥମେ ଶୀତଦିନେ ସବୁଦିନ ଶାମ୍ପୁ କରନ୍ତୁ ନାହିଁ। ଏହାଦ୍ଵାରା ବାଳର ମୂଳରେ ଥିବା ନାଚୁରାଲ ଅୟେଲ୍ ଧୋଇ ହୋଇଯାଇଥାଏ। ଫଳରେ ବାଳ ରୁକ୍ଷ ହୋଇଯାଇଥାଏ।

hair

ଚୁଟିରେ ତେଲ ଲଗାଇ ମସାଜ କରନ୍ତୁ । ଏବଂ ସପ୍ତାହକୁ ଥରେ ନଡ଼ିଆ ତେଲ କିମ୍ବା ବାଦାମ ତେଲ ଗରମ କରି ଚୁଟିର ମୂଳରେ ମସାଜ କରନ୍ତୁ। ଏହା ଦ୍ଵାରା ରକ୍ତ ପ୍ରବାହିତ ହେବ। ଚୁଟିର ରୁକ୍ଷତା ଦୂର ହେବ ଏବଂ ଛୁଟି ଭଲ ରହିବ।

ଶୀତଦିନେ ବାଳର ଟ୍ରିମିଙ୍ଗ୍ କଲେ ବାଳ ଭଲ ରୁହେ। ଥଣ୍ଡା ପବନ ବାଳକୁ ରୁକ୍ଷ କରିଥାଏ ବାଳ ଝଡ଼ିବାର ସମସ୍ୟା ଦେଖାଯାଇଥାଏ। ଟ୍ରିମିଙ୍ଗ୍ କରିବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

ପଢନ୍ତୁ; କମଲନାଥ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

Related posts

ଆପଣ ଜାଣନ୍ତି କି ? ଅଧିକ ମାତ୍ରାର ନାଜାଲ୍ ଡ୍ରପର ପ୍ରୟୋଗ ଶରୀର ପାଇଁ କ୍ଷତିକାରକ ହୋଇପାରେ ! ଜାଣନ୍ତୁ

ENO Beuro

ଖାଦ୍ୟକୁ ମିଠା କରିବା ପାଇଁ ସୁଗାର ଫ୍ରି ବ୍ୟବହାର କରୁଛନ୍ତି କି?ଜାଣନ୍ତୁ ଏହା କେତେ କ୍ଷତିକାରକ

ENO Beuro

ଆପଣ ଜାଣିଛନ୍ତି କି? ଗୋମୂତ୍ର ସେବନ କରିବା ଦ୍ଵାରା ଦୂର ହୋଇଥାଏ ଅନେକ ସମସ୍ୟା! ତେବେ ଜାଣନ୍ତୁ ତାହା ସମ୍ପର୍କରେ

ENO Beuro

Leave a Comment